Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଆଜି ବଦଳିବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ

Sanchar Live by Sanchar Live
March 29, 2025
in କ୍ରୀଡ଼ା
0
0
SHARES
23
VIEWS
Facebook
Twitter

ସଂଚାର ବ୍ୟୁରୋ: ଆଜି ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚରେ ପରାଜିତ ହୋଇଛନ୍ତି । ତେଣୁ ସିଜିନରେ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିବେ ଦୁଇ ଦଳ । ତେବେ ସବୁଠୁ ଅଧିକ ଚର୍ଚ୍ଚା ବିଷୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଜାରି ରହିଛି । ହାର୍ଦ୍ଦିକ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍ ଖେଳି ପାରି ନ ଥିଲେ । କାରଣ ଗତ ସିଜିନରେ ସ୍ଲୋ ଓଭର ରେଟ୍ କାରଣରୁ ତାଙ୍କ ଉପରେ ଗୋଟିଏ ମ୍ୟାଚ୍ ବ୍ୟାନ ଲଗାଯାଇଥିଲା । ଏବେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ସାଧାରଣତଃ ପଞ୍ଚମରୁ ସପ୍ତମ କ୍ରମରେ ବ୍ୟାଟିଂ କରିଥାନ୍ତି । ସିଏସକେ ବିପକ୍ଷ ପ୍ରଥମ ମ୍ୟାଚରେ ମୁମ୍ବାଇର ଚୂଡାନ୍ତ ଏକାଦଶ ସୁବ୍ୟବସ୍ଥିତ ଲାଗୁଛି । ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିବାରୁ ରବିନ ମିଞ୍ଜଙ୍କୁ ବେଞ୍ଚରେ ବସିବାକୁ ପଡିପାରେ । ମିଞ୍ଜ ଜଣେ ୱିକେଟ୍ କିପର ବ୍ୟାଟର । ମାତ୍ର ମୁମ୍ବାଇ ଦଳରେ ପୂର୍ବରୁ ହିଁ ରିୟାନ ରିକେଲଟନ ଭାବେ ୱିକେଟ୍ କିପର ଅଛନ୍ତି ।

Related posts

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଶାମି

November 7, 2026
ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

November 6, 2026

ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଶୋଚନୀୟ ପ୍ରଦର୍ଶନ କରିଥିଲା । ଗତ ସିଜିନରେ ଦଳ ଶେଷ ଦୁଇଟି ମ୍ୟାଚ୍ ମଧ୍ୟ ପରାଜିତ ହୋଇଥିଲା । ଆଉ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରେ ଦଳ ସିଏସକେଠୁ ହାରି ସାରିଛି । ଏବେ ଗୁଜରାଟ ବିପକ୍ଷ ମ୍ୟାଚ୍ ଜିତି ଦଳ ଲଗାତାର ଚତୁର୍ଥ ପରାଜୟ ଟାଳିବାକୁ ଉଦ୍ୟମ କରିବ ।

Tags: Hardik pandyaiplmumbai indians

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳି ଆପଣଙ୍କ ପାଇଁ କେମିତି? ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ରାଶିଫଳ
  • ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ
  • ମୋଜା ପିନ୍ଧି ଶୋଉଥିଲେ ଜାଣନ୍ତୁ ଏହାର ଲାଭ ଏବଂ କ୍ଷତି

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.