Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଖେଳ ରତ୍ନ ବିବାଦରେ ମୁହଁ ଖୋଲିଲେ ମନୁ ଭାକର

Sanchar Live by Sanchar Live
December 24, 2024
in କ୍ରୀଡ଼ା
0
0
SHARES
7
VIEWS
Facebook
Twitter

ନୂଆଦିଲ୍ଲୀ: ଖେଳ ରତ୍ନ ପୁରସ୍କାର ପାଇଁ ଅଲମ୍ପିକ୍ ଯୁଗଳ ପଦକ ବିଜେତା ସୁଟର ମନୁ ଭାକରକୁ ବାଦ ଦେବାକୁ ନେଇ ଦେଶର ଅନେକ ଆଲୋଚନା ସମାଲୋଚନା ଜାରି ରହିଛି । ତାଙ୍କ ବାପା ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ ବି ମଧ୍ୟ କହିଛନ୍ତି, ମୋ ଝିଅକୁ ସୁଟର୍ ନୁହେଁ କ୍ରିକେଟର ହେବାର ଥିଲା ।  ଏହାରି ମଧ୍ୟରେ ମନୁ ଭାକର ମୁହଁ ଖୋଲିଛନ୍ତି । ସେ ଏକ ବଡ଼ ବୟାନ ଦେଇ ଦେଶ ପ୍ରତି ନିଜର ଭକ୍ତି ଓ ଭଲ ପାଇବାକୁ ଦର୍ଶାଇଛନ୍ତି ।

ପ୍ୟାରିସ ଅଲମ୍ପିକ ଡବଲ ମେଡାଲ ବିଜେତା ମନୁ ଭାକର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି, ମୋ ପାଇଁ କୌଣସି ବି ପୁରସ୍କାର ଠାରୁ ଦେଶ ପାଇଁ ପଦକ ଜିତିବା ପ୍ରଥମ ଲକ୍ଷ୍ୟ ଅଟେ । ପୁରସ୍କାର କେବଳ ଉତ୍ସାହିତ କରିବା ପାଇଁ ଦିଆଯାଇଥାଏ, କିନ୍ତୁ ଗୋଲ୍ ନୁହେଁ । ଏକ ଖେଳାଳୀ ହିସାବରେ ମୋର ଭୂମିକା ହେଉଛି ନିଜ ଦେଶ ପାଇଁ ଖେଳିବା ଏବଂ ପ୍ରଦର୍ଶନ କରିବା । ସେ ଆହୁରି ମଧ୍ୟ କହିଛନ୍ତି, ପୁରସ୍କାର ଯେମିତି ବି ହେଉ ମୁଁ ଦେଶ ପାଇଁ ଅଧିକ ଜିତିବା ପାଇଁ ସର୍ବଦା ପ୍ରେରିତ ହେଉଛି ।

Related posts

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

November 2, 2026
ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

October 29, 2026

ଖେଳ ରତ୍ନ ପାଇଁ ଆବେଦନ କିଛି ନିହାତି ମୋ ପକ୍ଷରୁ ତ୍ରୁଟି ରହିଥିବା, ଯାହାକୁ ସଂଶୋଧନ କରାଯିବ । ତେଣୁ ଆଲୋଚନା ଉପରେ ରୋକ୍ ଲଗାଇବାକୁ ସେ ଅନୁରୋଧ କରିଛନ୍ତି ।

ନିଜ ଝିଅକୁ ଖେଳ ରତ୍ନ ପୁରସ୍କାର ପାଇଁ ଚୟନ ନ କରାଯିବାକୁ ନେଇ ପିତା ରାମ କିଶନ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, ଯଦି ପୁରସ୍କାର ପାଇଁ ଭିକ ମାଗିବାକୁ ପଡ଼ୁଛି ତେବେ ଅଲମ୍ପିକ୍ ଜିତି ଲାଭ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ସିଧାସଳକ ସରକାରୀ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଜଣେ ସରକାରୀ ଅଧିକାରୀ ସମସ୍ତ ନିର୍ଣ୍ଣୟ ନେଉଛନ୍ତି ଏବଂ କମିଟି ସଦସ୍ୟମାନେ ଚୁପ୍ ବସିଛନ୍ତି, ନିଜ ରାୟ ଦେଉ ନାହାଁନ୍ତି । କଣ ଆପଣ ଏମିତି ଖେଳାଳୀଙ୍କୁ ପ୍ରୋତ୍ସାହିତ କରୁଛ ବୋଲି ସେ ପ୍ରଶ୍ନ କରିଛନ୍ତି । ଆମେ ପୁରସ୍କାର ପାଇଁ ଆବେଦନ କରିଥିଲୁ ମାତ୍ର କମିଟି ତରଫରୁ କୌଣସି ଜବାବ ମିଳିଲା ନାହିଁ ।

ଅନ୍ୟପକ୍ଷରେ ମନୁଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ କରିବାକୁ କ୍ରୀଡା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ଭାରତୀୟ ରାଇଫଲ ସଙ୍ଘ ସଭାପତି କଳିକେଶ ନାରାୟଣ ସିଂ ଦେଓ । ଚଳିତବର୍ଷ ଖେଳ ରତ୍ନ ପାଇଁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଏବଂ ପାରା ହାଇଜମ୍ପର ପ୍ରବୀଣ କୁମାରଙ୍କ ନାମ ସୁପାରିଶ ହୋଇଛି । ଉଭୟେ ଚଳିତ ବର୍ଷ ଅଲମ୍ପିକ ଏବଂ ପାରା ଅଲମ୍ପିକରେ ମେଡାଲ ଜିତିଛନ୍ତି । ପ୍ୟାରିସ ଅଲମ୍ପିକରେ 10 ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ ଏବଂ 10 ମିଟର ମିକ୍ସଡ଼ ଦଳଗତ ବିଭାଗରେ ବ୍ରୋଞ୍ଜ ଜିତିଥିଲେ ।

Tags: manu bhakarsport news

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.