Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Sanchar Live by Sanchar Live
November 2, 2026
in ଭାରତ
0
0
SHARES
10
VIEWS
Facebook
Twitter

ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ । ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ବହୁତ ଖରାପ ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ସ୍ତର ଖରାପ ହେବାରେ ଲାଗିଛି । ବାୟୁ ଗୁଣବତ୍ତା ମାନ ୩୫୦ ପାର୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ତରଫରୁ ଜାରି ହୋଇଥିବା ସକାଳ ରେକଡର୍ ମୁତାବକ, ଅକ୍ଷରଧାମ ଏବଂ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ୩୪୯ ରେକର୍ଡ କରାଯାଇଛି । ଇଣ୍ଡିଆ ଗେଟ୍ ଏବଂ ଜନପଥ ପାଖରେ ବାୟୁର ଗୁଣବତ୍ତା ୩୩୫ ରେକର୍ଡ କରାଯାଇଛି ।

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୧ ତାରିଖରୁ ନୂଆ ପ୍ରତିବନ୍ଧକ ଲାଗୁ କରାଯାଇଛି । ପ୍ରତିବନ୍ଧକ ଲାଗିବା ପୂର୍ବରୁ ରବିବାର ବାୟୁର ଗୁଣବତ୍ତା ମାନ ଖରାପ ଶ୍ରେଣୀରେ ରହିଛି । ଦିଲ୍ଲୀରେ ବର୍ଷା ଯୋଗୁଁ ଦୁଇଦିନ ପୂର୍ବରୁ ବାୟୁର ଗୁଣବତ୍ତା ମାନ ହ୍ରାସ ପାଇଥିଲା । କିନ୍ତୁ ରବିବାର ଦିନ ବାୟୁର ଗୁଣବତ୍ତା ମାନ ଅଧିକ ହୋଇଥିଲା । ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ୨୩ ଏକ୍ୟୁଆଇ ୩୦୦ ପାର୍ କରିସାରିଛି ।

Related posts

ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ

ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ

November 2, 2026
ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ଅଘଟଣ

ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ଅଘଟଣ

October 31, 2026

ସିପିସିବି ଅନୁସାରେ, ଚଳିତ ସପ୍ତାହର ପ୍ରଦୂଷଣ ଆଗକୁ ଆହୁରି ବଢିବ, ଯାହାଦ୍ବାରା ଏକ୍ୟୁଆଇ ଅତି ଖରାପ ଶ୍ରେଣୀରେ ପହଞ୍ଚିବ । ଦିନକ ପୂର୍ବରୁ ଏକ୍ୟୁଆଇ ୧୧୭ ରହିଥିଲା, ଯାହା ରହିବାର ବଢି ୧୪୪ ହୋଇଯାଇଥିଲା । ଗତ ମାସ ୨୧ ଅକ୍ଟୋବରରେ ବାୟୁର ଗୁଣବତ୍ତା ୨୪୫ ରହିଥିଲା । ରବିବାର ପୂର୍ବରୁ ଦିଲ୍ଲୀରେ ଅଧିକ ଏକ୍ୟୁଆଇ ଜୁଲାଇ ୧୨ ପୂର୍ବର ରହିଥିଲା । ଦିଲ୍ଲୀରେ କୁହୁଡି ଆରମ୍ଭ ହେବା ଯୋଗୁଁ ଦୃଶ୍ୟତା ସାମାନ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ନଭେମ୍ବର ୧ ତାରିଖରେ ସର୍ବନିମ୍ନ ତାପମାତ୍ର ୧୮ ଡିଗ୍ରୀ ସେଲସିୟସ ରହିଛି ।

Tags: delhipollution

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home

© 2026 Sanchar - Technology Partner OneByte.