Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସୁପ୍ରିମକୋର୍ଟରେ ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସିସୋଦିଆଙ୍କ ପିଟିସନର ଶୁଣାଣି

Sanchar Live by Sanchar Live
December 11, 2024
in ଭାରତ
0
ସୁପ୍ରିମକୋର୍ଟରେ ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସିସୋଦିଆଙ୍କ ପିଟିସନର ଶୁଣାଣି

Oplus_131072

0
SHARES
1
VIEWS
FacebookTwitter

ସଂଚାର ବ୍ୟୁରୋ: ଦିଲ୍ଲୀ ମଦନୀତି ମାମଲା । ସୁପ୍ରିମକୋର୍ଟରେ ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆଙ୍କ ଆବେଦନର ଆଜି ହେବ ଶୁଣାଣି । ସପ୍ତାହକୁ ଦୁଇ ଥର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ନେଇ ଜାରି ହୋଇଥିବା ଜାମିନ ସର୍ତ୍ତାବଳୀରେ ପରିବର୍ତ୍ତନ କରିବା ଲାଗି ସେ କରିଛନ୍ତି ଆବେଦନ । ଦିଲ୍ଲୀ ମଦନୀତି ମାମଲାରେ ଗତ ଅଗଷ୍ଟ ୯ ତାରିଖରେ ସିସୋଦିଆଙ୍କୁ ମିଳିଥିଲା ଜାମିନ । ସିସୋଦିଆଙ୍କ ଲାଗି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଘଭି ଲଢୁଥିବାବେଳେ ଜଷ୍ଟିସ ଭୂଷଣ ଆର. ଗଭାଇ ଓ ଜଷ୍ଟିସ କେଭି ବିଶ୍ବନାଥନ ଏହି ଆଦେଶ ଦେଇଥିଲେ । ସିସୋଦିଆଙ୍କୁ ଜାମିନ ମଞ୍ଜୁର ବେଳେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ସପ୍ତାହରେ ଦୁଇ ଥର ହାଜର ହେବା ଲାଗି କୋର୍ଟ କହିଥିଲେ । ନିଜ ଆବେଦନରେ ସିସୋଦିଆ କହିଛନ୍ତି ଜାମିନ ମିଳିବା ପରଠାରୁ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ୬୦ ଥର ହାଜର ହେବା ସହ ବିଚାର ପ୍ରକ୍ରିୟାର ସମସ୍ତ ୧୮ଟି ଯାକ ତାରିଖରେ ହାଜର ହୋଇଛନ୍ତି । ସେ ଜଣେ ସମ୍ମାନଯୋଗ୍ଯ ବ୍ଯକ୍ତି । ତେଣୁ ତାଙ୍କ ଅନୁରୋଧକୁ ବିଚାର କରାଯାଉ । ସିସୋଦିଆଙ୍କୁ ୧୦ ଲକ୍ଷ ଟଙ୍କର ବେଲ ବଣ୍ଡ ଦାଖଲ ପରେ ଜାମିନ ପ୍ରଦାନ କରାଯାଇଥିଲା । ଜାମିନରେ ଥିବାବେଳେ ପ୍ରମାଣ ନଷ୍ଟ ଲାଗି ଉଦ୍ଯମ ନ କରିବା ସକାଶେ କୋର୍ଟ ସର୍ତ୍ତ ରଖିଥିଲେ । ଦିଲ୍ଲୀ ମଦନୀତି ମାମଲାରେ ଗତ ୨୦୨୩ ଫେବ୍ରୁଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।

Tags: delhimanish sisodia
ShareTweetShareSend
Sanchar Live

Sanchar Live

Next Post
ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଖିଲା, ଉପକୂଳରେ କୋହଲା ପାଗ

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଖିଲା, ଉପକୂଳରେ କୋହଲା ପାଗ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.