Thursday, May 7, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ସୁଜିତଙ୍କୁ ନେଇ ଏମିତି କହିଲେ ସାଂସଦ ମାନସ ମଙ୍ଗରାଜ

Sanchar Live by Sanchar Live
September 6, 2024
in ରାଜନୀତି
0
ସୁଜିତଙ୍କୁ ନେଇ ଏମିତି କହିଲେ ସାଂସଦ ମାନସ ମଙ୍ଗରାଜ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ମମତା ମହାନ୍ତଙ୍କ ପରେ ସୁଜିତ କୁମାର ବିଜେଡିକୁ ଧୋକା ଦେଇ ବିଜେପିରେ ଯୋଗ ଦେବା ପରେ ବିଜେଡି ନେତାଏଁ ଏବେ ସୁଜିତଙ୍କୁ ସମାଲୋଚନା କରୁଛନ୍ତି । ନିଜର ସୋସିଆଲ ମିଡିଆରେ ସମାଲୋଚନା କରି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କଡ଼ା ସମାଲୋଚନା କରିଛନ୍ତି ।  ସୁଜିତଙ୍କୁ ବିଶ୍ୱାସ ଘାତକ କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଯେଉଁ ଦଳ ଆପଣଙ୍କୁ ସବୁବେଳେ ସମ୍ମାନ ଓ ପୁରସ୍କୃତ କଲା ସେହି ଦଳ ପ୍ରତି ଆପଣଙ୍କ ବିଶ୍ୱାସ ଘାତକ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମାନସ ଙ୍ଗରାଜ। ଆପଣଙ୍କ ଏଭଳି ନିଷ୍ପତି କଳାହାଣ୍ଡିବାସୀଙ୍କୁ ମର୍ମାହତ କରିଛି। ଏକ୍ସରେ ସୁଜିତଙ୍କୁ କଟାକ୍ଷ କରିବା ସହ ଆମେ ସବୁବେଳେ ନବୀନ ଓ ବିଜେଡି ସହ ରହିଛୁ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ। ଦଳ ବିରୋଧୀ କାମ ପାଇଁ ଶୁକ୍ରବାର ବିଜେଡିରୁ ବହିଷ୍କାର ହେବାର କିଛି ଘଣ୍ଟା ଭିତରେ ବିଜେପିରେ ମିଶିଛନ୍ତି ସୁଜିତ କୁମାର।

Tags: manas mangarajodisha politicsSujit kumar
ShareTweetShareSend
Sanchar Live

Sanchar Live

Next Post
ବିଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ମହିଳା ଓ ଛାତ୍ରୀ ଦୁଷ୍କର୍ମର ଶିକାର

ବିଗତ ୫ବର୍ଷ ମଧ୍ୟରେ ମୋଟ ୫୭୨ଜଣ ଆଦିବାସୀ ମହିଳା ଓ ଛାତ୍ରୀ ଦୁଷ୍କର୍ମର ଶିକାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅପରେସନ ସିନ୍ଦୂରକୁ ଆଜି ପୁରିଛି ବର୍ଷେ
  • ଗୁରୁବାର : ଅଚାନକ ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଟଙ୍କା
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
  • ୫ ଦିନ ବନ୍ଦ ରହିପାରେ SBI ବ୍ୟାଙ୍କ ସେବା
  • ଆଜି ପୁଣି ବଢିଲା ସୁନା- ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.