Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ସବୁବେଳେ ଥକ୍କା ଅନୁଭବ କରୁଛନ୍ତି କି? ଜାଣନ୍ତୁ ଏହାର କାରଣ ଓ ସାମାଧାନ

Sanchar Live by Sanchar Live
January 4, 2025
in ଜୀବନ ଶୈଳୀ
0
ସବୁବେଳେ ଥକ୍କା ଅନୁଭବ କରୁଛନ୍ତି କି? ଜାଣନ୍ତୁ ଏହାର କାରଣ ଓ ସାମାଧାନ
0
SHARES
6
VIEWS
FacebookTwitter

ଭୁବନେଶ୍ୱର: ପର୍ଯ୍ୟାପ୍ତ ଶୋଇବା ପରେ ମଧ୍ୟ ଥକ୍କା ଅନୁଭବ କରୁଛନ୍ତି କି? ଆଜିକାଲି ପ୍ରାୟ ଲୋକଙ୍କଠାରେ ସବୁବେଳେ ଥକ୍କାପଣ ଦେଖାଦେଉଛି । ଏହା ଖୁବ୍ ସାଧାରଣ ହୋଇପଡିଲାଣି ମଧ୍ୟ । ଏପରିକି ଭଲ ଭାବେ ଶୋଇବା ପରେ ମଧ୍ୟ ଏହି ଥକ୍କାପଣ ଦୂର ହେଉନାହିଁ । ନିଦରେ ଅନିୟମିତତା କାରଣରୁ ଏପରି ହେଉଛି କିମ୍ବା କୌଣସି ଔଷଧ କରଣରୁ ଏପରି ହେଉ ନାହିଁ ତ! ଏବେ ଚାଲନ୍ତୁ ଜାଣିବା ଥକ୍କାପଣର କାରଣ ଓ ସମାଧାନର ବାଟ ।
ପର୍ଯ୍ୟାପ୍ତ ଶୋଉଛନ୍ତି କି ?
ପ୍ରଥମେ ନିଜ ନିଜର ନିଦ ଅଭ୍ୟାସ ବିଷୟରେ ଜାଣନ୍ତୁ । ଆପଣଙ୍କ ଶୋଇବା ସମୟରେ କୌଣସି ପରିବର୍ତ୍ତନ ଆସିଛି କି? ଏହାବ୍ୟତୀତ କୌଣସି ଚିନ୍ତା ରହିଛି କି? ଯଦି କିଛି ସମସ୍ୟା ନଥାଏ, ତେବେ ନିଦରେ ସୁଧାର ଆଣିବା ଜରୁରି । ଏବେ ନିୟମ କରନ୍ତୁ ଯେ ଦିନକୁ ୭ ଘଣ୍ଟା ଶାନ୍ତିରେ ଶୋଇବେ । ନିୟମିତ ଶୋଇବାର ସମୟ ମଧ୍ୟ ସ୍ଥିର ରଖନ୍ତୁ । ବିଶେଷଜ୍ଞଙ୍କ କହିବା କଥା ଏହି ନିୟମ ପାଳନ କରିବା ଦ୍ୱାରା ହିଁ ଜଣେ ବ୍ୟକ୍ତି ଠିକ୍ ପିଲାଙ୍କ ପରି ଶାନ୍ତିରେ ଶୋଇ ପାରିବେ । ରାତ୍ରି ଭୋଜନ ମଧ୍ୟ ନିଦ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଶୋଇବାକୁ ଯିବାର ୨/୩ ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରିନେବା ଉଚିତ୍ । ଯଦି ନିଦରେ ସମସ୍ୟା ରହିଥାଏ, ତେବେ ଡାକ୍ତରଙ୍କ ପରାମର୍ଶ କରିବାକୁ ଭୁଲନ୍ତୁନି ।
ଅନିଦ୍ରା ପଛର କାରଣ :
ଅନିଦ୍ରା ସମସ୍ୟା ଲଗାତାର ବଢିଚାଲିଛି । ଯଦି ଦିନରେ ମଧ୍ୟ ନିଦ ଲାଗୁଥାଏ, ତେବେ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ । ସମସ୍ୟାର କାରଣ ଜଣାପଡିଯିବ ।
ଇନ୍ସୋମିଆ: ଦୁନିଆର ପ୍ରାୟ ୩୦ ପ୍ରତିଶତ ବୟସ୍କ ଲୋକ ଅନିୟମିତ ନିଦଜନିତ ସମସ୍ୟାର ଶିକାର ହେଉଛନ୍ତି । ଫଳରେ ସେମାନଙ୍କଠାରେ ଥକ୍କାପଣ ସହ ଏକାଗ୍ରତାର ଅଭାବ ଦେଖିବାକୁ ମିଳୁଛି । ଇନ୍ସୋମିଆର ମୁଖ୍ୟ ଲକ୍ଷଣ ଚିନ୍ତା । କିନ୍ତୁ ଯଦି ଏହି ଲକ୍ଷଣ ସପ୍ତାହକୁ ୩ ଥର ବା ତିନି ମାସ ଯାଏ ରହିଥାଏ, ତେବେ ଏହା କ୍ରନିକ୍ ଇନ୍ସୋମିଆ ହୋଇଥାଇପାରେ ।
ସ୍ଲପି୍ ଆପ୍ନିଆ: ନିଦରେ ଥିବା ବେଳେ ଗଳାର ମାଂସପେଶୀ ସଙ୍କୁଚିତ ହେବା ଦ୍ୱାରା ଏୟାର ଫ୍ଲୋ ବାଧିତ ହୋଇଥାଏ । ଫଳରେ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ଆସେ । ଏପରି ହେବା ଦ୍ୱାରା ଅନେକ ସମୟରେ ନିଦ ଭାଙ୍ଗିଥାଏ ।
ହର୍ମୋନାଲ୍ ଅସନ୍ତୁଳନ: ହାଇପୋଥାଇରାଇଡିଜମ୍ ପରି ସମସ୍ୟା ଯୋଗୁ ଲଗାତାର ଥକ୍କାପଣ ଆସିଥାଏ ।
ଭିଟାମିନ୍ ବା ମିନେରାଲ୍ସ ଅଭାବ: ଶାକାହାରୀ ଓ ଭେଗାନ୍ ଡାଏଟ୍ ନେଉଥିବା ବ୍ୟକ୍ତିଙ୍କଠାରେ ଆଇରନ୍ ଅଭାବରୁ ଏପରି ସମସ୍ୟା ଦେଖା ଦେଇଥାଏ । ସେହିପରି ଭିଟାମିନ୍-ଡି, ବି-୧୨ ଅଭାବରୁ ମଧ୍ୟ ଥକ୍କାପଣ ଆସିଥାଏ । ସପ୍ଲିମେଣ୍ଟ ଦ୍ୱାରା ଏହାର ସମାଧାନ କରାଯାଇପାରିବ ।

Tags: lifestylespecial
ShareTweetShareSend
Sanchar Live

Sanchar Live

Next Post
ଆଜିର ରାଶିଫଳ, ଜାଣନ୍ତୁ କ’ଣ କହୁଛି ଆଜିର ଭାଗ୍ୟଫଳ

ଆଜିର ରାଶିଫଳ, ଜାଣନ୍ତୁ କ’ଣ କହୁଛି ଆଜିର ଭାଗ୍ୟଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.