Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବରମୁଣ୍ଡା ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ ପରିଦର୍ଶନ କଲେ ନଗର ଉନ୍ନୟନ ମନ୍ତ୍ରୀ

Sanchar Live by Sanchar Live
October 1, 2024
in ଓଡିଶା
0
ବରମୁଣ୍ଡା ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ ପରିଦର୍ଶନ କଲେ ନଗର ଉନ୍ନୟନ ମନ୍ତ୍ରୀ
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ବରମୁଣ୍ଡା ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଭାଗୀୟ ଅଧିକାରୀଙ୍କ ସହ ଟର୍ମିନାଲ ଭିତରେ ଥିବା ଶୌଚାଳୟଠାରୁ ଆରମ୍ଭ କରି ଓଟିଡିସି ସେଣ୍ଟର, ଆଧାର ସେଣ୍ଟର, ଯାତ୍ରୀ ପ୍ରତୀକ୍ଷାଳୟ, ଦୋକାନ ଘର ଭଳି ପ୍ରତ୍ୟେକ ସ୍ଥାନକୁ ବୁଲି ଦେଖିଛନ୍ତି l ମୋ ବସରେ ଯାଇ ଯାତ୍ରୀ ମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ମନ୍ତ୍ରୀ । ଏହି ସମୟରେ ବସ ଡ୍ରାଇଭରଙ୍କୁ ଭଲ ବ୍ୟବହାର ପାଇଁ ତାଗିଦ କରିଥିଲେ ମନ୍ତ୍ରୀ । ଅନେକ କ୍ଷେତ୍ରରେ ରହିଥିବା ଅନିୟମିତତାକୁ ବନ୍ଦ କରିବା ପାଇଁ କଡ଼ା ନିର୍ଦେଶ ମଧ୍ଯ ଦେଇଥିଲେ l ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସହାୟତା ନମ୍ବର ନଥିବାରୁ ଏନେଇ ପୋଲିସକୁ ବି ତାଗିଦ କରିଥିଲେ । ମନ୍ତ୍ରୀ କହିଛନ୍ତି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ଆମ ଦାୟିତ୍ବ l ଯେଉଁ ସବୁ କାର୍ଯ୍ଯରେ ସମସ୍ୟା ଅଛି ଖୁବଶୀଘ୍ର ତାହାର ସମାଧାନ ହେବ l

Tags: baramundakrushna ch patra
ShareTweetShareSend
Sanchar Live

Sanchar Live

Next Post
ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ କ୍ଲିନଚିଟ୍

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ କ୍ଲିନଚିଟ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.