Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ

Sanchar Live by Sanchar Live
August 30, 2024
in ଓଡିଶା
0
ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ଚିନ୍ତା ବଢ଼ାଇଲାଣି ବାର୍ଡ ଫ୍ଲୁ । ବ୍ରଏଲର ଚାଷ କରୁଥିବା ଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ । ପିପିଲି ପରେ ଏବେ ଅନ୍ୟ ଜିଲ୍ଲାକୁ ବ୍ୟାପିବା ଆରମ୍ଭ କଲାଣି ବାର୍ଡ ଫ୍ଲୁ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଏକ କୁକୁଡ଼ା ଫାର୍ମରେ ମରୁଛନ୍ତି ଶହଶହ କୁକୁଡ଼ା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାର୍ଡ଼ ଫ୍ଲୁ ଚିହ୍ନଟ ପାଇଁ ପରୀକ୍ଷଣ କେନ୍ଦ୍ରକୁ ସାମ୍ପୁଲ ପଠାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୁନ୍ଦରପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରତିକାନ୍ତ ପରିଡ଼ା ସୁନ୍ଦରପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମ କରିଛନ୍ତି । ସେ କୌଣସି ସରକାରୀ ଅନୁକମ୍ପା ନଆଣି କିମ୍ବା ସରକାରୀ ସାହାଯ୍ୟ ନଆଣି ନିଜର ବ୍ୟକ୍ତିଗତ ଅର୍ଥ ଓ ଧାରକରଜ କରି ନୂଆନୂଆ କୁକୁଡ଼ା ଫାର୍ମ କରିଛନ୍ତି । ଏଭଳି ସ୍ଥିତିରେ ଚିନ୍ତାର କାରଣ ସାଜିଛି ବାର୍ଡ ଫ୍ଲୁ । ରତିକାନ୍ତଙ୍କର ଏହି ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ତେବେ ଏହି କୁକୁଡ଼ାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଖବର ପାଇ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟର କର୍ମୀ ଫାର୍ମରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି କୁକୁଡ଼ାଙ୍କ ସାମ୍ପୁଲ କଲେକ୍ସନ କରିଛନ୍ତି । ବାର୍ଡ଼ ଫ୍ଲୁ ଚିହ୍ନଟ ପାଇଁ ପରୀକ୍ଷଣ କେନ୍ଦ୍ରକୁ ଏହି ସାମ୍ପୁଲ ପଠାଯାଇଛି । ଏନେଇ ଟାଙ୍ଗୀ ପ୍ରାଣୀ ଚିକିତ୍ସାଧିକାରୀ ଚନ୍ଦ୍ରମଣି ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Tags: bird fluekhordha
ShareTweetShareSend
Sanchar Live

Sanchar Live

Next Post
ମମତାଙ୍କ ଉପରେ ବର୍ଷିଲେ କୋଲକାତା ପିଡ଼ିତାଙ୍କ ମା’

ମମତାଙ୍କ ଉପରେ ବର୍ଷିଲେ କୋଲକାତା ପିଡ଼ିତାଙ୍କ ମା’

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.