Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜିଠୁ ଖଣ୍ଡଗିରି ମେଳା, ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼

Sanchar Live by Sanchar Live
February 4, 2025
in ଓଡିଶା
0
ଆଜିଠୁ ଖଣ୍ଡଗିରି ମେଳା, ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼
0
SHARES
30
VIEWS
FacebookTwitter

ଭୁବନେଶ୍ବର: ମାଘ ମେଳା ପାଇଁ ଉତ୍ସବମୁଖର ଭୁବନେଶ୍ବର ଖଣ୍ଡଗିରି । ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଘଣ୍ଟ ଘଣ୍ଟା ବେଦ ମନ୍ତ୍ର ରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ସପ୍ତମୀରୁ ଧ୍ବନି ପ୍ରଜ୍ବଳିତ ହେଇ ମାଘ ପୂର୍ଣ୍ଣମୀରେ ପଡ଼ିବ ପୂର୍ଣ୍ଣାହୁତି । ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ୯ ଦିନ ଧରି ଖଣ୍ଡଗିରିରେ ଚାଲିବ ଜପତପ ।  ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ବହୁ ସଂଖ୍ୟାରେ ସ୍ବେଚ୍ଛାକର୍ମୀ ମାନେ ନିୟୋଜିତ ହେବେ ।

ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ସେନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରାଯାଇଛି ।  ମେଳାରେ ଲକ୍ଷଲକ୍ଷ ଲୋକଙ୍କ ଆଗମନ ହେତୁ ଏଠାରେ ପ୍ଲାଷ୍ଟିକ୍‌ ଜରି, ବୋତଲ ଓ ପଲିଥିନ୍‌ ଆଦିର ବହୁଳ ବ୍ୟବହାର ନେଇ ଆଶଙ୍କା ଉପୁଜିଛି। ମେଳାରେ ଅଂଶଗ୍ରହଣ କରୁଥିବା ଦୋକାନୀମାନେ ପ୍ଲାଷ୍ଟିକ୍‌ ବଦଳରେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବାକୁ ନିବେଦନ କରାଯାଇଛି ।

ଶୃଙ୍ଖଳିତ ମେଳା ପରିଚାଳନା ପାଇଁ ବିଏମ୍‌ସି ବ୍ୟାପକ ପ୍ରସ୍ତୁତି କରିଛି । ଗତକାଲି ମେୟର ସୁଲୋଚନା ଦାସ ଖଣ୍ଡଗିରିରେ ବୁଲି ସାଧୁସନ୍ଥମାନଙ୍କ ସହିତ ଆଲୋଚନା କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି । କମିସନର ମଧ୍ୟ ମେଳା ବୁଲି ପ୍ରସ୍ତୁତି ଦେଖିଛନ୍ତି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ଯାତ୍ରା ପାର୍ଟି ମାଲିକଙ୍କୁ ବିଏମ୍‌ସି ଚିଠି ଲେଖିଛି  । କମିସନର କହିଛନ୍ତି, ଖଣ୍ଡଗିରିର ଯେଭଳି ମର୍ଯ୍ୟାଦା ହାନି ନ ହୁଏ ତାହାର ଯତ୍ନ ନେବାକୁ କମିଟିମାନଙ୍କୁ କୁହାଯାଇଛି । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯି ବ। ଆଲୋକୀକରଣ, ପାନୀୟ ଜଳକୁ ଗୁରୁତ୍ୱ ଦିଆଯାଇଛି। ପବିତ୍ର ପଞ୍ଚକୁଣ୍ଡର ଖୁବ୍‌ଶୀଘ୍ର ପୁନରୁଦ୍ଧାର କରାଯିବ। ପ୍ରତି ୧୦୦ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ହେବେ। ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ସହ ଆଲୋକୀକରଣ ଓ ସ୍ଥାୟୀ ଜଳଯୋଗାଣ ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଛି । ଖଣ୍ଡଗିରି ମେଳାରେ ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ମୋଟ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ବିଶୃଙ୍ଖଳାକୁ ବରାଦସ୍ତ କରାଯିବ ନାହିଁ। ଖଣ୍ଡଗିରି ମେଳା ଅବସରରେ ଆସନ୍ତା ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ଯାତ୍ରା ମହାସମର ।

Tags: khandagirimagha mela
ShareTweetShareSend
Sanchar Live

Sanchar Live

Next Post
ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍
  • ମହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
  • ତାମିଲନାଡୁ କରୁର ଦଳାଚକଟା ଘଟଣା : ତାମିଲଗା ଭେଟ୍ରି କାଜାଗମ ଦିଲ୍ଲା ସମ୍ପାଦକ ମାଥେଝଗନ ଗିରଫ
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ବଢ଼ୁଛି ଭିଡ଼, ବଢ଼ିଲାଣି ଟ୍ରାଫିକ୍ ଚିନ୍ତା
  • ଆଜି ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.