Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପରକୀୟା ସନ୍ଦେହରେ ଆଇସକ୍ରିମ ବେପାରୀଙ୍କୁ ହତ୍ଯା

Sanchar Live by Sanchar Live
August 24, 2024
in ଅପରାଧ
0
ପରକୀୟା ସନ୍ଦେହରେ ଆଇସକ୍ରିମ ବେପାରୀଙ୍କୁ ହତ୍ଯା
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: କେନ୍ଦ୍ରାପଡ଼ାରେ ବୀଭତ୍ସ ହତ୍ଯା । ପରକୀୟା ସନ୍ଦେହରେ ଆଇସକ୍ରିମ ବେପାରୀଙ୍କୁ ପିଟିପିଟି ହତ୍ଯା କରାଯାଇଛି । ମୃତକ ହେଲେ ରାଜସ୍ଥାନର କୁର୍ବାନ ମନସୁରୀ । କୁର୍ବାନ କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡ ନିକଟରେ ଆଇସକ୍ରିମ ବିକ୍ରି କରୁଥିଲା । କେନ୍ଦ୍ରାପଡ଼ାରେ ଆଇସକ୍ରିମ ଫ୍ଯାକ୍ଟ୍ରୀ କରିଥିବା ରାଜସ୍ଥାନର ପ୍ରଦୀପ ବୈଷ୍ଣବଙ୍କଠାରୁ ଆଇସକ୍ରିମ ଆଣୁଥିଲା । ନିଜ ସ୍ତ୍ରୀଙ୍କ ସହ କୁର୍ବାନର ପରକୀୟା ସମ୍ପର୍କ ଥିବା ପ୍ରଦୀପ ସନ୍ଦେହ କରିଥିଲା । ଉତ୍ତ୍ଯକ୍ତ ହୋଇ ସ୍ତ୍ରୀ ଓ କୁର୍ବାନକୁ ନିସ୍ତୁକ ପିଟିଥିଲା ପ୍ରଦୀପ ।  ଘଟଣାସ୍ଥଳରେ ହିଁ କୁର୍ବାନର ମୃତ୍ଯୁ ହୋଇଥିଲା । ଅଭିଯୁକ୍ତ ପ୍ରଦୀପକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିବାରକୁ ଖବର ଦିଆଯାଇଛି ।

 

 

Tags: crimekendrapadamurder
ShareTweetShareSend
Sanchar Live

Sanchar Live

Next Post
କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେଲା ନୂଆ ପେନସନ ଯୋଜନା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେଲା ନୂଆ ପେନସନ ଯୋଜନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.