Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ନିଶାସକ୍ତ ଅବସ୍ଥାରେ ୭୦ ମିଟର ଟାଓ୍ବାର ଉପରେ ଚଢ଼ି ଅଢେଇ ଘଣ୍ଟା ଧରି ବସିଲେ ଯୁବକ

Sanchar Live by Sanchar Live
February 24, 2025
in ଓଡିଶା
0
ନିଶାସକ୍ତ ଅବସ୍ଥାରେ ୭୦ ମିଟର ଟାଓ୍ବାର ଉପରେ ଚଢ଼ି ଅଢେଇ ଘଣ୍ଟା ଧରି ବସିଲେ ଯୁବକ
0
SHARES
14
VIEWS
FacebookTwitter

ସଂଚାର ବ୍ୟୁରୋ: ୧୩୨ କେଭି ଟାୱାର ରେ ଚଢି ଯୁବକଙ୍କ ହାଇଡ୍ରାମା । ନିଶାସକ୍ତ ଅବସ୍ଥାରେ ୭୦ ମିଟର ଉପରେ ଚଢ଼ି ଅଢେଇ ଘଣ୍ଟା ଧରି ବସିଲା ଯୁବକ । କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗାଁ ନିକଟରେ ୧୩୨ କେଭି ବିଦ୍ୟୁତ ଟାୱାରରେ ନିଶାସକ୍ତ ଅବସ୍ଥାରେ ଚଢ଼ିଗଲା ଯୁବକ  । ଯୁବକ ଜଣକ ବଡ଼ମୁକ୍ତାପଶି ଗାଁର ସନିଆ ମଣ୍ଡଳ । ଆଜି ଅପରାହ୍ନ ରେ ଟାୱାର ଉପରେ ଚଢି ଯାଇଥିଲା । ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରୁନି ଯୁବକ । ଯେଉଁଥିପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ କୁ ନାକେଦମ ହେବାକୁ ପଡିଛି । ପ୍ରାୟ ଅଢେଇ ଘଣ୍ଟା ଧରି ଯୁବକ ଜଣକ ଟାୱାର ଉପରେ ବସିଥିବା ବେଳେ ଟାୱାର ପାଖକୁ ଯିବାକୁ ଯାଉଥିବା ଉଦ୍ଧାରକାରୀ ଦଳକୁ ଦେଖିଲେ ଡେଇଁବା ପାଇଁ ଉଦ୍ୟମ କରୁଛି । ଫଳରେ ଉଦ୍ଧାରକାରୀ ଦଳ ଯୁବକ ଜଣକ ନିକଟରେ ପହଞ୍ଚି ପାରୁନାହିଁ । ଯୁବକଙ୍କ ଏପରି କାଣ୍ଡ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

Tags: kamakhyamagarodisha
ShareTweetShareSend
Sanchar Live

Sanchar Live

Next Post
ଏଫଆଇଏଚ ପ୍ରୋଲିଗରେ ଭାରତୀୟ ମହିଳା ହକି ଦଳ ପରାସ୍ତ, ୪-୨ରେ ହରାଇଲା ନେଦରଲାଣ୍ଡ

ଏଫଆଇଏଚ ପ୍ରୋଲିଗରେ ଭାରତୀୟ ମହିଳା ହକି ଦଳ ପରାସ୍ତ, ୪-୨ରେ ହରାଇଲା ନେଦରଲାଣ୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.