Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ହିରୋ ହକି ଇଣ୍ଡିଆ ପୁରୁଷ ଲିଗ୍ : ପ୍ରଥମ ମ୍ୟାଚରେ JSW ସୁରମା ହକି କ୍ଲବ ବିଜୟୀ

Sanchar Live by Sanchar Live
January 30, 2025
in କ୍ରୀଡ଼ା
0
ହିରୋ ହକି ଇଣ୍ଡିଆ ପୁରୁଷ ଲିଗ୍ : ପ୍ରଥମ ମ୍ୟାଚରେ JSW  ସୁରମା ହକି କ୍ଲବ ବିଜୟୀ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହିରୋ ହକି ଇଣ୍ଡିଆ ପୁରୁଷ ଲିଗର ପ୍ରଥମ ମ୍ୟାଚରେ JSW ସୁରମା ହକି କ୍ଲବ ବିଜୟୀ ହୋଇଛି। JSW ସୁରମା ହକି କ୍ଲବ ଶ୍ରାଚିରା ବେଙ୍ଗଲ ଟାଇଗରକୁ ୩-୦ ପେନାଲଟି ସୁଟଆଉଟ ଗୋଲରେ ପରାସ୍ତ କରି ଵିଜୟୀ। ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ବରାବର ରହିଥିଲା। ପରେ ପେନାଲଟି ସୁଟଆଉଟରେ JSW ସୁରମା ହକି କ୍ଲବ ବିଜୟୀ ହୋଇଛି। ସେହିପରି ହିରୋ ହକି ଇଣ୍ଡିଆ ପୁରୁଷ ଲିଗର ଅନ୍ୟ ଏକ ମ୍ୟାଚରେ ୟୁପି ରୁଦ୍ରାଶ ବିଜୟୀ ହୋଇଛି। ୟୁପି ରୁଦ୍ରାଶ ତାମିଲନାଡୁ ଡ୍ରାଗନସକୁ ୩-୨ ପେନାଲଟି ସୁଟଆଉଟ ଗୋଲରେ ପରାସ୍ତ କରି ଵିଜୟୀ ହୋଇଛି। ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିଥିଲା। ପରେ ପେନାଲଟି ସୁଟଆଉଟରେ ୟୁପି ରୁଦ୍ରାଶ ବାଜିମାତ କରିଥିଲା।

Tags: jsw suramarourkela
ShareTweetShareSend
Sanchar Live

Sanchar Live

Next Post
ଭିଜିଲାନ୍ସ ଜାଲରେ ITDA ପିଏ

ଭିଜିଲାନ୍ସ ଜାଲରେ ITDA ପିଏ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.