Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଅପରାଧ

ପାଣି ପିଇବାକୁ ମାଗିଲେ, ମହିଳାଙ୍କ ଦେହରେ ନିଆଁ ଲଗାଇଦେଲେ

Sanchar Live by Sanchar Live
September 1, 2024
in ଅପରାଧ
0
0
SHARES
5
VIEWS
Facebook
Twitter

Related posts

ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା

ଗୋଷ୍ଠୀ ସଂଘର୍ଷରୁ ଜେସିବି କଣ୍ଟ୍ରାକ୍ଟରଙ୍କୁ ଗୁଳି କରି ହତ୍ୟା

November 5, 2026
OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ

OLX ରେ ଘର ଖୋଜୁଛନ୍ତି କି? ଠକ ମାଆ ପୁଅ ଗିରଫ

November 4, 2026

ସଂଚାର ବ୍ୟୁରୋ: ପାଣି ପିଇବାକୁ ମାଗି ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ। ମହିଳାଙ୍କ ଶରୀର ଅଧାରୁ ଅଧିକ ପୋଡ଼ି ଯାଇଥିବାବେଳେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜଟଣୀ ଥାନା ପାଇକରାପୁର ଗାଁରୁ ଆସିଛି ଏଭଳି ଖବର। ସେହି ଗ୍ରାମର ଶ୍ରୀଧର ବେହେରାଙ୍କ ଭାଇ ବୋହୂଙ୍କୁ କେହି ଜଣେ ଅପରିଚିତ ବ୍ୟକ୍ତି ପାଣି ପିଇବାକୁ ମାଗିଲା। ପାଣି ଦେବା ସମୟରେ ତାଙ୍କ ଉପରକୁ ନିଆଁ ଲଗାଇ ଦେଲା। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମହିଳା ଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏ ସଂପର୍କ ରେ ଖବର ପାଇ ଜଟଣୀ ପୋଲିସ ଦୁର୍ବୃତ୍ତ କୁ ଧରି ତଦନ୍ତ କରୁଛି। କେଂଉ କାରଣ ରୁ ଦୁର୍ବୃତ୍ତ ଜଣଙ୍କ ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ କଲା ତାହା ସ୍ପଷ୍ଟ ହୋଇନି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମହିଳା ଜଣଙ୍କ ନିଜ ଜୀବନ ରକ୍ଷା ପାଇଁ ଏମ୍ସ ମେଡିକାଲ୍ ରେ  ସଂଗ୍ରାମ କରୁଛନ୍ତି। ଘଟଣା ସ୍ଥଳ ରେ ସାଇଣ୍ଟ ଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି

Tags: firejatani

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା
  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.