ସଇତାନ ବାପାକୁ ଆଜୀବନ କାରାଦଣ୍ଡ। ୧୨ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପକସୋ ଜଜ | ଏହାସହ ପୀଡ଼ିତାଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ DLSA ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୨ ଫେବୃଆରୀ ୨୦୨୦ରେ ବରଗଡ଼ ଟାଉନ ଥାନାରେ ରୁଜୁ ହୋଇଥିଲା ମାମଲା ।
© 2024 Sanchar News