Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେରେ ବାୟୁସେନାର ଗର୍ଜନ

Sanchar Live by Sanchar Live
May 2, 2025
in ଭାରତ
0
ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେରେ ବାୟୁସେନାର ଗର୍ଜନ
0
SHARES
13
VIEWS
FacebookTwitter

ପହଲଗାମ ଆକ୍ରମଣକୁ ନେଇ ଆକ୍ସନରେ ଭାରତୀୟ ବାୟୁସେନା । ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସ ୱେରେ ବାୟୁସେନାର ଗର୍ଜନ । ଗୋଟିଏ ପରେ ଗୋଟିଏ ବାୟୁସେନାର ଲଢୁଆ ବିମାନ ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ ଓ ଟେକ୍ ଅଫ କରିବାର ଅଭ୍ୟାସ କରୁଛି । ଯେଉଁଥିରେ ରାଫେଲ, ମିରାଜ, ସୁଖୋଇ, ଜାଗୁଆର ଭଳି ବିଧ୍ବଂସକ ଯୁଦ୍ଧବିମାନ ନିଜର ପରାକ୍ରମ ଦେଖାଉଛନ୍ତି । ଯଦି ଯୁଦ୍ଧ ସ୍ଥିତି ଉପୁଜେ ତେବେ ଏହି ଏହି ଏକ୍ସପ୍ରେସ ୱେକୁ ବାୟୁସେନାର ବିକଳ୍ପ ରନୱେ ଭାବେ ବ୍ୟବହାର କରାଯିବ । ଗଙ୍ଗା ଏକ୍ସପ୍ରେସ ୱେ ଚତୁର୍ଥ ଏଭଳି ଏକ୍ସପ୍ରେସ ୱେ ଯାହାର ବ୍ୟବହାର ବାୟୁସେନା କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ରାତିରେ ଲ୍ୟାଣ୍ଡିଂ କରିପାରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ଏକ୍ସପ୍ରେସ ୱେ । ରାତିରେ ମଧ୍ୟ ଏହି ଏକ୍ସପ୍ରେସ ୱେରେ ଲ୍ୟାଣ୍ଡିଂ ଓ ଟେକ୍ ଅଫର ଟ୍ରାଏଲ କରାଯିବ । ୫୯୪ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ ପାଇଁ ୩୬୨୩୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହି ରନୱେରେ ଏବେ ଗାଡି ମୋଟର ବଦଳରେ ଗର୍ଜନ କରୁଛି ଭାରତୀୟ ବାୟୁସେନାର ଲଢୁ୍ଆ ବିମାନ। ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଏକ୍ସପ୍ରେସ ୱେ ମଧ୍ୟ ବାୟୁସେନା ପାଇଁ ବେଶ ଗୁରୁତ୍ବ ବହନ କରୁଛି ।

Tags: air forceindia
ShareTweetShareSend
Sanchar Live

Sanchar Live

Next Post
ଭାରତୀୟ ଗୀତରେ ରୋକ ଲଗାଇଲେ ପାକିସ୍ତାନ ସରକାର

ଭାରତୀୟ ଗୀତରେ ରୋକ ଲଗାଇଲେ ପାକିସ୍ତାନ ସରକାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.