Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ଜାଣନ୍ତୁ କଣ ହେବ

Sanchar Live by Sanchar Live
December 23, 2024
in ଜୀବନ ଶୈଳୀ
0
ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ଜାଣନ୍ତୁ କଣ ହେବ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଶୀତ ଦିନ ଆସିଲେ ପ୍ରାୟ ସମସ୍ତଙ୍କର ଗାଧୋଇବା ନେଇ ଚିନ୍ତା ବଢିଥାଏ । ଥଣ୍ଡା ପାଣିରେ ଗଧୋଇବା ମୁସ୍କିଲ ହୋଇପଡିଥାଏ । ତେଣୁ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ତେବେ ଜାଣିଛନ୍ତି କି ଶୀତ ଦିନେ ଗରମ ପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପଡିଥାଏ । ଶୀତ ଦିନେ ଗରମପାଣିରେ ଗାଧୋଇଲେ ଏହା ସ୍ବାସ୍ଥ୍ୟ ପାଇଁ ଉଭୟ ଭଲ ଓ ଖରାପ ପ୍ରଭାବ ପକାଏ । ଶୀତ ଦିନେ ଗରମ ପାଣିରେ ଗାଧୋଇବା ଭଲ ନା ଖରାପ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

ପ୍ରଥମେ ଆସନ୍ତୁ ଜାଣିବା ଶୀତ ଦିନେ ଗରମପାଣିରେ ଗାଧୋଇଲେ କଣା ଲାଭ ମିଳିଥାଏ । ଥଣ୍ଡା ପାଣି ବଦଳରେ ଶୀତ ଦିନ ଗରମ ପାଣିରେ ଗାଧୋଇଲେ ଆରାମ ମିଳେ । ଏହା ମାନସିକ ଥକାପଣ ଦୂର କରେ । ମାନସିକ ଚାପ ଥିଲେ ଗରମ ପାଣିରେ ଗାଧୋଇବା ଲାଭାଦାୟକ ହୋଇଥାଏ । ଏହା ସହ ମାଂସପେଶୀ ଚାପ ମଧ୍ୟ କମିଯାଏ । ରକ୍ତ ସଞ୍ଚାଳନ ବଢିଥାଏ । ମାଂସପେଶୀରେ ଯନ୍ତ୍ରଣା କିମ୍ବା ଷ୍ଟ୍ରେନ ସମସ୍ୟା ଥିଲେ ଗରମ ପାଣିରେ ଗାଧୋଇବା ଉପକାରୀ ହୋଇଥାଏ । ଏହା ସ୍ପା ଚିକିତ୍ସା ପରି କାର୍ଯ୍ୟ କରେ । ଉଷୁମ ପାଣି ଚର୍ମରୁ ମଇଳା ଦୂର କରିବାରେ ସହାୟକ ହୋଇଥାଏ ।

ସବୁ ଜିନିଷର ଭଲ ଓ ଖରାପ ଗୁଣ ରହିଛି । ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଯଦିଓ ଭଲ ତେବେ ଏହା ଅପକାରିତା ମଧ୍ୟ ରହିଛି । ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଚର୍ମର ଆର୍ଦ୍ରତା ନଷ୍ଟ ହୋଇଥାଏ । ସ୍କିନରେ ଡ୍ରାଏନେସ ଆସିଯାଏ । ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଶରୀରର ତାପମାତ୍ର ବଢିଥାଏ । ଶରୀରରେ ତାପମାତ୍ରା ବଢିଲେ ମୁଣ୍ଡ ବୁଲାଇ ଦେବାର ସମ୍ଭାବନା ରହିଥାଏ । ରକ୍ତଚାପ ବୃଦ୍ଧି ପାଇପାରେ । ତେଣୁ ସର୍ବଦା ଗରମ ପାଣିରେ ଗାଧୋଇବା  ସମୟରେ ଏହା ଯେପରି ଅଧିକ ଗରମ ହୋଇନଥିବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

Tags: hot waterlifestyle
ShareTweetShareSend
Sanchar Live

Sanchar Live

Next Post
ବେଦାନ୍ତ ଆଲୁମିନିୟମର  ’ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମ ଓଡ଼ିଶାର ୧୭ ହଜାର ପିଲାଙ୍କ ପାଖରେ ପହଞ୍ଚିଲା

ବେଦାନ୍ତ ଆଲୁମିନିୟମର  ’ସ୍ୱର୍ଣ୍ଣ ପ୍ରାଶନ' କାର୍ଯ୍ୟକ୍ରମ ଓଡ଼ିଶାର ୧୭ ହଜାର ପିଲାଙ୍କ ପାଖରେ ପହଞ୍ଚିଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.