ମେଷ : ଆଜିର ଦିନଟି ଭଲରେ କଟିବ । ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ । ସୋସିଆଲ ମିଡିଆ ଜରିଆରେ ସାଙ୍ଗ ସହିତ କଥା ହେବେ । ପରିବାରରେ ଭଲ ତାଳମେଳ ରହିବ ।
ବୃଷ : ଆର୍ଥିକ ପକ୍ଷ ଦୃଢ଼ ହେବ । ଆଜି ଆପଣ ଯେଉଁ କାମକୁ ପୁରା କରିବାକୁ ଚାହିଁବେ, ତାହା ପୂରା ହେବ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହିବେ ।
ମିଥୁନ : ଆଜି ଆପଣ କୌଣସି ସାଙ୍ଗକୁ ସାହାଯ୍ୟ କରିପାରନ୍ତି । ଅଫିସରେ ଆପଣଙ୍କ କାମ ପାଇ ପ୍ରଶଂସିତ ହେବେ । ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହଜ ହେବ ।
କର୍କଟ : ଅବିବାହିତାଙ୍କୁ ବିବାହର ଅଫର ଆସିପାରେ । ପାରିବାରିକ କାର୍ଯ୍ୟ ପୁରା କରିବାରେ ଘର ଲୋକ ସାହାଯ୍ୟ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଛାତ୍ରମାନେ ପାଠପଢ଼ାରେ ପରିଶ୍ରମ କରିବେ ।
ସିଂହ : ପିଲାମାନଙ୍କ ସହିତ ପିକନିକ୍ ଯାଇପାରନ୍ତି । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇବେ । ଆଜିର ଦିନ ପୂର୍ବ ଅପେକ୍ଷା ଅଧିକ ଭଲ ରହିବ ।
କନ୍ୟା : ଜୀବନସାଥିଙ୍କ ସହ ବାହାରକୁ ବୁଲାବୁଲି ପାଇଁ ଯାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହ ଫୋନରେ ଲମ୍ବା ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହେବେ । ସମାଜର ଲୋକେ ଆପଣଙ୍କୁ ସାହାଯ୍ୟ କରିବେ ।
ତୁଳା : ଆଜି ଆପଣ କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆଜି ମା’, ବାପାଙ୍କର ପୂର୍ଣ୍ଣ ସହଯୋଗ ପାଇବେ ।
ବିଛା : ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନୂଆ ବସ୍ତ୍ର କିଣିପାରନ୍ତି । ପୁରୁଣା ସାଙ୍ଗଙ୍କୁ ଗଭଟିବାର ସୁପୋଗ ପାଇବେ । ସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ ।
ଧନୁ : କିଛି ବିଳାସପୂର୍ଣ୍ଣ ଜିନିଷ କିଣି ପାରନ୍ତି । ଛାତ୍ରମାନଙ୍କୁ ନିଜ ଶିକ୍ଷା ବିଷୟରେ ବରିଷ୍ଠ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ପଡିବ । ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି ।
ମକର : ଦିନଟି ଏକ ଖୁସିର ଦିନ ହେବାକୁ ଯାଉଛି । କିଛି ସରକାରୀ କାର୍ଯ୍ୟରେ ଆଗ୍ରହ ଦେଖାଇବେ । ଆଜି କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।
କୁମ୍ଭ : ଘରୋଇ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ନିଜ ଲକ୍ଷ ହାସଲ କରିବେ ।
ମୀନ : ଆଜି ଆପଣ କଠିନ ପରିଶ୍ରମ କରିବେ । କର୍ମକ୍ଷେତ୍ରରେ ଅନ୍ୟଠାରୁ ସହଯୋଗ ମିଳିବ । ଅବିବାହିତାମାନେ ସେମାନଙ୍କ ସାଥୀଙ୍କୁ ଭେଟିବେ । ଦିନଟି ଆପଣଙ୍କର ଭଲରେ କଟିବ ।