Latest Post

ଡାଲା ଅଟୋରେ ପକାଇ ନାବାଳକଙ୍କୁ କରୁଥିଲେ କିଡନାପ୍, ୫ ଘଣ୍ଟା ପରେ ଗାଡ଼ିରୁ ଡେଇଁ ପଡ଼ିଲେ

ଡାଲା ଅଟୋରେ ପକାଇ ନାବାଳକଙ୍କୁ କରୁଥିଲେ କିଡନାପ୍, ୫ ଘଣ୍ଟା ପରେ ଗାଡ଼ିରୁ ଡେଇଁ ପଡ଼ିଲେ

ସଂଚାର ବ୍ୟୁରୋ: ଅଭିନବ ଉପାୟରେ ନାବାଳକଙ୍କୁ ଅପହରଣ ଉଦ୍ଯମ । ବେହୋସ କରି ଡାଲା ଅଟୋରେ ପକାଇ ନେଇଯାଉଥିଲେ ଦୁର୍ବୁତ୍ତ । ୫ ଘଣ୍ଟା ପରେ କୌଶଳକ୍ରମେ...

ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ

ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ

ସଂଚାର ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଦେଶର ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଋଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ...

ବାଲୁକାକଳାରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ବାଲୁକାକଳାରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ସଂଚାର ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ଆଜି ପୁରୀ ବେଳାଭୂମି ପରିସରରେ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ...

୪୮ ଘଣ୍ଟା ଭିତରେ ଯିବ ଚାଷୀଙ୍କ ଆକାଉଣ୍ଟକୁ ଧାନ ବିକ୍ରି ଟଙ୍କା : ସୁରେଶ ପୂଜାରୀ

୪୮ ଘଣ୍ଟା ଭିତରେ ଯିବ ଚାଷୀଙ୍କ ଆକାଉଣ୍ଟକୁ ଧାନ ବିକ୍ରି ଟଙ୍କା : ସୁରେଶ ପୂଜାରୀ

ସଂଚାର ବ୍ୟୁରୋ: ଧାନ କିଣାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ସମସ୍ତ ଜିଲ୍ଲାରେ ଧାନ କିଣା ବ୍ୟବସ୍ଥା ନେଇ ସଂପୃକ୍ତ...

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା : ଆରଡିସି ତଦନ୍ତ ଆରମ୍ଭ

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା : ଆରଡିସି ତଦନ୍ତ ଆରମ୍ଭ

ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମଣ୍ଡିପଙ୍କା ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ଓ ଚିକିତ୍ସା ବ୍ୟବସ୍ଥା...

Page 1346 of 1697 1 1,345 1,346 1,347 1,697

hello