Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

HMPV ନେଇ ଏମିତି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Sanchar Live by Sanchar Live
January 13, 2025
in ଓଡିଶା
0
HMPV ନେଇ ଏମିତି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ଏଯାଏଁ HMPV ନେଇ କେନ୍ଦ୍ର ସରକାର କୌଣସି ମାର୍ଗଦର୍ଶିକା ଦେଇ ନାହାନ୍ତି । ତେଣୁ ରାଜ୍ୟ ସରକାର କିଛି ମାର୍ଗଦର୍ଶିକା ଜାରି କରି ନାହାନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । HMPV ସଂକ୍ରମଣରେ ଥଣ୍ଡା ଜ୍ୱର ହୋଇଥାଏ । ସଂକ୍ରମଣ ସେତେ ଗୁରୁତର ହୁଏନି । ଯଦି ମାର୍ଗଦର୍ଶିକା ଆସେ, ସେହି ଅନୁସାରେ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯିବ । ଭୁବନେଶ୍ୱରରେ ଷ୍ଟେଟ IDSP ସେଲ ଓ କେନ୍ଦ୍ରରୁ NCDC ଏହାକୁ ମନିଟର କରୁଛନ୍ତି । ହେଲଥ ଏମରଜେନସି ଅପରେସନ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ସହ MOU ହୋଇଛି । ଏହି ସେଣ୍ଟର ୨୪ ଘଣ୍ଟା କାମ କରିବ । ସାରା ରାଜ୍ୟର ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡ୍ୟାସବୋର୍ଡ ହେବ । ଏହା ରାଜ୍ୟ ଅଧୀନରେ କାମ କରିବ । ଭୁବନେଶ୍ୱର ନଅ ତାଲାରେ ଏହି ସେଣ୍ଟର ହେବ । ଖୁବ ଶୀଘ୍ର ଏହାର କାମ ଆରମ୍ଭ ହେବ । ମାସ୍କ ପିନ୍ଧା ନେଇ କୌଣସି ନିର୍ଦ୍ଦେଶ ଦେଇନୁ । ସମୟ ସମୟରେ ସ୍ଥିତି ସମୀକ୍ଷା କରାଯାଉଛି । WHO ରିପୋର୍ଟ ଅନୁସାରେ, ଚାଇନାରେ ବି ମାମଲା କମିଛି । ଭାରତରେ ବି କମୁଛି । ଓଡ଼ିଶାରେ ଏଯାଏଁ କୌଣସି ମାମଲା ଆସିନି । ତେବେ ବ୍ୟସ୍ତ ହେବାରେ କିଛି ନାହିଁ । ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଥଣ୍ଡା, ଜ୍ୱର, କାଶ ହେଲେ ସଂଗରୋଧରେ ରୁହନ୍ତୁ । ଗହଳିକୁ ଯାଆନ୍ତୁ ନାହିଁ । ଋତୁ ପରିବର୍ତ୍ତନ ଯୋଗୁଁ ଶୀତ ଦିନରେ ଥଣ୍ଡା ଜ୍ୱର ବଢ଼ିଥାଏ ଏଥିରେ ବ୍ଯସ୍ତ ହେବାର କିଛି ନାହିଁ ବୋଲି ଆଶ୍ବାସନା ଦେଇଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ।

Tags: helth newshmpcodisha
ShareTweetShareSend
Sanchar Live

Sanchar Live

Next Post
ଜାନୁଆରୀ ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ

ଜାନୁଆରୀ ୧୫ରେ ହେବାକୁ ଥିବା ନେଟ୍ ପରୀକ୍ଷା ସ୍ଥଗିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.