Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଦିନିକିଆ ରିମାଣ୍ଡ ଶେଷ ପରେ ଜେଲ୍ ଗଲେ ବଣ୍ଟି-ବବଲି

Sanchar Live by Sanchar Live
January 10, 2025
in ଓଡିଶା
0
ଦିନିକିଆ ରିମାଣ୍ଡ ଶେଷ ପରେ ଜେଲ୍ ଗଲେ ବଣ୍ଟି-ବବଲି
0
SHARES
6
VIEWS
FacebookTwitter

ଭୁବନେଶ୍ଵର : ଦିନିକିଆ ରିମାଣ୍ଡ ଶେଷ ପରେ ଜେଲ୍ ଗଲେ ବଣ୍ଟି-ବବଲି । ସକାଳ ୮ଟାରେ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା କମିଶନରେଟ ପୋଲିସର ସ୍ପେଶିଆଲ କ୍ରାଇମ୍ ୟୁନିଟ ।  ଏହାପରେ ଉଭୟଙ୍କୁ ଝରପଡ଼ା ଜେଲକୁ ପଠାଇ ଦିଆଯାଇଛି । ହାଇପ୍ରୋଫାଇଲ ଠକ ହଂସିତା ଓ ଅନୀଲଙ୍କୁ ଦିନିକିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲା କମିଶନରେଟ ପୋଲିସ ।  ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ସହ ମଧ୍ୟ ଉଭୟଙ୍କୁ ମୁହଁ ମୁହିଁ ଜେରା କରାଯାଇଛି ।  ତଦନ୍ତକାରୀ ଅଧିକାରୀ ମାନସ ସ୍ୱାଇଁ ଓ ଟିମ୍ କରିଥିଲେ ଝାଳବୁହା ଜେରା । କେବେଠାରୁ କ୍ରାଇମ୍ ସିଣ୍ଡିକେଟ ଚାଲିଛି? କାହାକୁ ଠକିଛନ୍ତି? ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ଭୂମିକା କଣ? ଏସବୁ ନେଇ ଗୁଡ଼ାଇତୁଡାଇ ଜେରା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ।

ହଂସିତା ରହୁଥିବା ଫ୍ଲାଟରେ କାଗଜପତ୍ର ଯାଞ୍ଚ କରିଥିଲା ।  ପୋଲିସ ସାଙ୍ଗରେ ସାମିଲ ହୋଇଥିଲେ ଆୟକର ଟିମ୍ ।  ଠକ ଦୁଇ ଜଣଙ୍କ ଆର୍ଥିକ କାରବାରକୁ ନେଇ ତନାଘନା କରାଯାଇଥିଲା । ଅଭିଯୁକ୍ତଙ୍କ ୪ଟି ଫ୍ଲାଟ ଓ ୪ଟି ଦାମୀ ଗାଡ଼ିକୁ ଜବତ କରିଛି । ହଂସିତାଙ୍କ ଠକେଇ ଚେର ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲମ୍ବିଛି ।  ତଦନ୍ତକାରୀ ଦଳ ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯିବା ଲାଗି ଯୋଜନା ରଖିଛନ୍ତି ।

Tags: bhubaneswarcrime
ShareTweetShareSend
Sanchar Live

Sanchar Live

Next Post
ମାର୍ଚ୍ଚ ୩୧ ସୁଦ୍ଧା ଯେଉଁମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବେ, ସେମାନଙ୍କୁ ମିଳିବ ୧୦ ହଜାର

ବାଦ ପଡିଥିବା ମହିଳା ପୁଣିଥରେ ପାଇପାରିବେ ସୁଭଦ୍ରା ଯୋଜନାର ସୁବିଧା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.