Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଧର୍ମଶାଳାରେ ରହିଲେ ଅଣପଂଜୀକୃତ ହବିଷ୍ୟାଳି

Sanchar Live by Sanchar Live
October 18, 2024
in ଓଡିଶା
0
ଧର୍ମଶାଳାରେ ରହିଲେ ଅଣପଂଜୀକୃତ ହବିଷ୍ୟାଳି
0
SHARES
3
VIEWS
FacebookTwitter

ସଂଚାର ବ୍ୟୁରୋ: ଦୁଇ ଦିନ ବାହାରେ ରହିବା ପରେ ଶେଷରେ ଅଣ ପଞ୍ଜିକୃତ ହବିଷ୍ୟାଳୀମାନଙ୍କୁ ଥଇଥାନ କରାଯାଇଛି । ପୁରୀରେ ଥିବା ଅନ୍ୟ ଧର୍ମଶାଳାରେ ଶିବିରରେ ହବିଷ୍ୟାଳୀଙ୍କୁ ରଖାଯାଇଛି । ପଞ୍ଜିକୃତ କରିଥିବା ହବିଷ୍ୟାଳୀମାନେ ନ ଆସିବାରୁ ଅନ୍ୟ ବ୍ରତଧାରୀଙ୍କୁ ହବିଷ୍ୟାଳୀ ଶିବିରରେ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ।

କାର୍ତ୍ତିକରେ ବ୍ରତଧାରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଅନଲାଇନ ପଞ୍ଜିକରଣ କରାଯାଇଥିଲା । ଯେଉଁମାନେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ ବୃନ୍ଦାବତୀ ନିବାସ, ବାଗେଲା,ଅକ୍ଷୟ ପାତ୍ର ଓ ମୋଚି ସାହି

କଲ୍ୟାଣ ମଣ୍ଡପରେ କରାଯାଇଥିବା ଶିବିରରେ ରଖାଯାଇଥିଲା । ମାତ୍ର ଗତକାଲିଠାରୁ କିଛି ହବିଷ୍ୟାଳୀ ପଞ୍ଜିକରଣ ନ କରି ଶିବିରରେ ପହଁଚି ଯାଇଥିଲେ । କିନ୍ତୁ ସେମାନଙ୍କୁ ରହିବାକୁ ଅନୁମିତ ମିଳି ନ ଥିଲା । ସେଥିପାଇଁ ବ୍ରତଧାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଶିବିରରେ ପହଁଚି ମାଆ ମାନଙ୍କୁ ବୁଝା ସୁଝା କରିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟ ଧର୍ମଶାଳାରେ ବ୍ରତଧାରୀଙ୍କୁ ପଞ୍ଜିକରଣ କରାଯାଇ ଥଇଥାନ କରାଯାଇଛି । ଏହା ସହିତ ଆଗାମୀ ଦିନରେ ଅନ୍ୟ ଶିବିର ଗୁଡ଼ିକରେ ବେଡ୍ ଖାଲି ହେଲେ ଧର୍ମଶାଳାରୁ ବ୍ରତଧାରୀଙ୍କୁ ଧିରେ ଧିରେ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ।

Tags: habisyali yojanapuri
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କେମିତି କଟିବ ଆଜି ?

ଜାଣନ୍ତୁ କେମିତି କଟିବ ଆଜି ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.