Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ହାତୀ ପାଇଁ ଓଡ଼ିଶା -ପଶ୍ଚିମବଙ୍ଗ ଲୋକ ମୁହାଁମୁହିଁ

Sanchar Live by Sanchar Live
November 20, 2024
in ଓଡିଶା
0
ହାତୀ ପାଇଁ ଓଡ଼ିଶା -ପଶ୍ଚିମବଙ୍ଗ ଲୋକ ମୁହାଁମୁହିଁ

Oplus_131072

0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ହାତୀ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଲୋକ ମୁହାଁମୁହିଁ। ପଶ୍ଚିମବଙ୍ଗ, ଓଡ଼ିଶା ସୀମାନ୍ତ ଅଞ୍ଚଳରେ ୫୫ଟିକିଆ ଝାଡଖଣ୍ଡ ହାତୀ ପଲ ପାଚିଲା ଧାନ କ୍ଷେତରେ ଉପଦ୍ରବ ଚଳାଇ ଛନ୍ତି । ପାଚିଲା ଧାନ କିଆରିରେ ହାତୀ ଉପଦ୍ରବ ବଢୁଥିବାରୁ ଚିନ୍ତାରେ ଚାଷୀ । ରାଇବଣିଆ ବନବିଭାଗ ହାତୀପଲକୁ ପଶ୍ଚିମବଙ୍ଗ ତେନ୍ତୁଳିଆ ଜଙ୍ଗଲ ମୁହାଁ କରିବାକୁ ଚେଷ୍ଟା କରୁଥିବାବେଳେ ପଶ୍ଚିମବଙ୍ଗ ବନ ବିଭାଗ ଓଡ଼ିଶା ଦିଗରେ ଘଉଡାଇବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଦୁଇରାଜ୍ଯ ମଧ୍ଯରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟିହୋଇଛି।

Tags: JaleswarWestbengal
ShareTweetShareSend
Sanchar Live

Sanchar Live

Next Post
ବୁଦ୍ଧ ପାର୍କରେ ସଫେଇ କର୍ମଚାରୀଙ୍କ ପ୍ରତିବାଦ

ବୁଦ୍ଧ ପାର୍କରେ ସଫେଇ କର୍ମଚାରୀଙ୍କ ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.