Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଓଡିଶା ଛାଡିଲେ ଭାରତ ଏବଂ ଇଂଲଣ୍ଡ ଖେଳାଳି

Sanchar Live by Sanchar Live
February 10, 2025
in କ୍ରୀଡ଼ା
0
ଓଡ଼ିଶାରେ ପହଞ୍ଚିଲେ ଭାରତ-ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳାଳି
0
SHARES
13
VIEWS
FacebookTwitter

ଭୁବନେଶ୍ବର :  ଫେରିଗଲେ ରୋହିତ ଆଣ୍ଡ କୋ  । ଇଂଲଣ୍ଡ ଟିମ୍ ପରେ ଭୁବନେଶ୍ବର ଛାଡ଼ିଲେ ମେନ୍ ଇନ୍ ବ୍ଲୁ । ବାରବାଟୀରେ ଦମଦାର ପ୍ରଦର୍ଶନ ପରେ ଅହମଦାବାଦ ଫେରୁଛନ୍ତି ଖେଳାଳି । ସ୍ବତନ୍ତ୍ର ବିମାନ ଯୋଗେ ଫେରିଗଲେ ଦୁଇ ଦଳ । ବାରବାଟୀ ଦ୍ବିତୀୟ ଦିନିକିଆ ଜିତିବା ସହ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଅହମ୍ମଦାବାଦରେ ଅନ୍ତିମ ଦିନିକିଆ ଖେଳିବ ଭାରତ ।

ଭୁବନେଶ୍ବର ଛାଡ଼ିବା ପୂର୍ବରୁ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ହୋଟେଲ ଆଗରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ଦ୍ବିତୀୟ ଦିନିକିଆ ଜିତିବା ପରେ ଫ୍ୟାନଙ୍କ ମୁହଁରେ ଭାରତୀୟ କ୍ରିକେଟରଙ୍କ ପ୍ରଶଂସା । ଚର୍ଚ୍ଚାରେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକୀୟ ଇନିଂସ। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚକୁ ୪ ୱିକେଟରେ ଜିତିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବଜା କରିଛି ଟିମ୍ ଇଣ୍ଡିଆ। ଇଂଲଣ୍ଡର ୩୦୫ ରନ ଟାର୍ଗେଟକୁ ପିଛା କରୁଥିଲା ଭାରତ। ୩୩ ବଲ ବାକି ଥାଇ ବିଜୟ ବାନା ଉଡାଇଥିଲା ଘରୋଇ ଟିମ ।

Tags: indiaindia englandodisha
ShareTweetShareSend
Sanchar Live

Sanchar Live

Next Post
କାଲିଠୁ ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା

କାଲିଠୁ ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.