Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟରେ ୬୫୮୭ କୋଟିର ବିଦ୍ୟୁତ ବିଲ୍ ବାକି

Sanchar Live by Sanchar Live
December 4, 2024
in ଓଡିଶା
0
ରାଜ୍ୟରେ ୬୫୮୭ କୋଟିର ବିଦ୍ୟୁତ ବିଲ୍ ବାକି
0
SHARES
17
VIEWS
FacebookTwitter

ରାଜ୍ୟରେ ୬୫୮୭ କୋଟିର ବିଦ୍ୟୁତ ବିଲ୍ ବାକି

ଭୁବନେଶ୍ବର : ରାଜ୍ୟରେ ୬୫୮୭ କୋଟିର ବିଦ୍ୟୁତ ବିଲ୍ ବାକି ରହିଛି । ରାଜ୍ୟରେ ୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର୫୮୭ କୋଟି ଟଙ୍କା ବାକି ଅଛି । ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ସେସୁ ୬୫୧ କୋଟି ଟଙ୍କା ବାକି ରଖିଛି । ସେହିପରି ନେକ୍ସୋର ୯୫୧ କୋଟି ଟଙ୍କା ବାକି ରହିଥିବା ବେଳେ ଓସ୍କୋ ୧୬୭୭ କୋଟି ଟଙ୍କା ବାକି ରହିଥିବାବେଳେ ସାଉଥକୋର ୧୩୦୦ କୋଟି ଟଙ୍କା ବାକି ରହିଛି । ସେହିପରି ଟାଟା ଅଧିକୃତ କରିବା ପରେ ଗ୍ରୀଡକୋ ତାର ବକେୟା ପ୍ରଦାନ କରୁଛି । ଏହି ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଦୀର୍ଘ ଦିନ ହେବ ଏହି ଟଙ୍କା ବାକି ପଡିଛି । ଏହି ୪ଟି ବିଦ୍ୟୁତ କମ୍ପାନୀ ପୂର୍ବ ସରକାରଙ୍କ ଅଧିନୀରେ ଥିଲା । କମ୍ପାନୀ ଉପରେ କୋଟି କୋଟି ଟଙ୍କା ବାକି ରହିଛି । ନେକ୍ସୋର ସର୍ବାଧିକ ୯୫୧ କୋଟି ଟଙ୍କା ବାକି ପଡିଛି । ସରକାରଙ୍କ ଅଧିନୀରେ ବିଦ୍ୟୁତ କମ୍ପାନୀ ଥିବା ସତ୍ତ୍ବେ ବକେୟା କାହିଁକି ପୈଠ ହୋଇନାହିଁ ଯାହା ଚିନ୍ତାର ବିଷୟ ହୋଇଛି ।

Tags: electric billodisha
ShareTweetShareSend
Sanchar Live

Sanchar Live

Next Post
୬୭ଲକ୍ଷରୁ ଅଧିକ ଇ-କେୱାଇସି ଯାଞ୍ଚ ହୋଇନି

୬୭ଲକ୍ଷରୁ ଅଧିକ ଇ-କେୱାଇସି ଯାଞ୍ଚ ହୋଇନି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.