Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଖୋଲୁଛି ନକଲି ଡିଏସପିଙ୍କ ଗୁମର

Sanchar Live by Sanchar Live
March 25, 2025
in ଓଡିଶା
0
ଖୋଲୁଛି ନକଲି ଡିଏସପିଙ୍କ ଗୁମର
0
SHARES
30
VIEWS
FacebookTwitter

ଭୁବନେଶ୍ୱର : ଖୋଲୁଛି ନକଲି ଡିଏସପି ମାନସ ରଞ୍ଜନ ସେନାପତିଙ୍କ ଗୁମର । ଚାକିରି ନକଲି, କିନ୍ତୁ ଠାଣି ପୁରା ଅସଲି । ନକଲି ଡିଏସପି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତିଙ୍କ ଫଟୋ ଓ କିଛି ଡକ୍ୟୁମେଣ୍ଟ ଭାଇରାଲ ହୋଇଛି । ଡେପୁଟି ଏସପି ଭାବେ ଗୃହ ବିଭାଗର ପ୍ରମୋସନ ଲେଟର ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ । ତେବେ ଏହି ନୋଟିଫିକେସନର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ ।

ଅନ୍ୟପଟ ଫେସବୁକ ଓ ଇଂଷ୍ଟାଗ୍ରାମର ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ନକଲି ପୋଲିସ ଜଣଙ୍କ ନିଜକୁ ଅସଲି ବୋଲି ପ୍ରମାଣ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ । ଏନଇ ଅଧିକ ତଦନ୍ତ ପାଇଁ ମାନସକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତା ପାଖରୁ ମିଳିଥିଲା ପ୍ରାୟ ଦୁଇ ଲକ୍ଷ ଟଙ୍କାର ନକଲି ନୋଟ। ଜାଲ ରାକେଟ ସିଣ୍ଡିକେଟରେ ସଂପୃକ୍ତ ଥିବା ଜଣାପଡିଛି। ତାକୁ ନେଇ ଖୋଳତାଡ ଚାଲିଛି ।

ସୂଚନା ଅନୁସାରେ ଗତକାଲି ସହିଦ ନଗର ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଚେକିଂ ବେଳେ ମାନସ ରଞ୍ଜନ ସେନାପତିକୁ ଧରିଥିଲା ପୋଲିସ । ଏବେ ନକଲି ପୋଲିସ ମାନସ ସହିଦ ନଗର ଥାନା ପୋଲିସ ହେପାଜତରେ ରହିଛି । କେତେଜଣଙ୍କୁ ମାନସ ଠକିଛି ଓ କେତେ ଟଙ୍କା ଠକିଛି ତାହାକୁ ନେଇ କୌଣସି ସୂଚନା ମିଳିପାରନାହିଁ । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ-କାର୍ଡ , କାର, ମୋବାଇଲ ଫୋନ ଆଦି ଜବତ ହୋଇଛି l ନିଜକୁ ପୋଲିସ କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି ।

Tags: bhubaneswardsp
ShareTweetShareSend
Sanchar Live

Sanchar Live

Next Post
ବିବାହ ପ୍ରଲୋଭନ ଦେଖାଇ ଆନ୍ଧ୍ର ପୁଅକୁ ଓଡ଼ିଶା ଡାକିଲେ, ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଶିଶୁପାଳ କରି ଛାଡ଼ିଲେ

ବିବାହ ପ୍ରଲୋଭନ ଦେଖାଇ ଆନ୍ଧ୍ର ପୁଅକୁ ଓଡ଼ିଶା ଡାକିଲେ, ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଶିଶୁପାଳ କରି ଛାଡ଼ିଲେ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.