ସଂଚାର ବ୍ୟୁରୋ: ବିରୂପା ନଦୀରେ ବୁଡି ଜଣେ ମୃତ, ଜଣେ ନିଖୋଜ । ଚଣ୍ଡିଖୋଲ ବାଲିଚନ୍ଦ୍ରପୁର ଥାନା ଅଧୀନ ନାନପୁର ଠାରେ ବିରୂପା ନଦୀରେ ଦୁଇ ଜଣ ବୁଡି ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଅନ୍ଯ ଜଣ ନିଖୋଜ ଅଛନ୍ତି । ତେବେ ନିଖୋଜ ବ୍ଯକ୍ତିଙ୍କୁ ଉଦ୍ଧାର ନିମନ୍ତେ ଜାରି ରହିଛି ଉଦ୍ଧାର କାର୍ଯ୍ଯ ।