Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କନିଷ୍ଠ ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଆମନ୍ତ୍ରଣ କଲେ ଦିଦି

Sanchar Live by Sanchar Live
September 16, 2024
in ଭାରତ
0
କନିଷ୍ଠ ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଆମନ୍ତ୍ରଣ କଲେ ଦିଦି
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ପୁଣି ଆଲୋଚନା ଲାଗି ଡାକିଲେ ଦିଦି । କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ଯା ମାମଲାରେ ଆନ୍ଦୋଳନରତ ଡାକ୍ତରଙ୍କୁ ପୁଣି ଆଲୋଚନା ଲାଗି ଡାକିଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ସ୍ବାସ୍ଥ୍ଯସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ମମତା ପୁଣି ପଦକ୍ଷେପ ନେଇଛନ୍ତି । ଏହାକୁ ମିଶାଇ ମମତା ୫ମ ଓ ଶେଷ ଥର ଲାଗି ଡାକ୍ତରଙ୍କୁ ଆଲୋଚନା ଟେବୁଲକୁ ଆମନ୍ତ୍ରଣ କରିଛନ୍ତି । ସଂଧ୍ଯା ୫ଟାରେ ବୈଠକ ପାଇଁ ମମତା ନିମନ୍ତ୍ରଣ ଦେଇଥିବାବେଳେ ୪ଟା ୪୫ ସୁଦ୍ଧା ମୁଖ୍ଯମନ୍ତ୍ରୀ ନିବାସରେ ପହଞ୍ଚିବାକୁ ନିବେଦନ କରାଯାଇଛି ବୋଲି କହିଛନ୍ତି ମୁଖ୍ଯ ଶାସନ ସଚିବ । ଏହା ପୂର୍ବରୁ ଗତ ଶନିବାର ଆନ୍ଦୋଳନସ୍ଥଳକୁ ଆସି ଡାକ୍ତରମାନଙ୍କ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଇଥିଲେ ମମତା ବାନାର୍ଜୀ। ପରେ ସନ୍ଧ୍ଯାରେ ମମତାଙ୍କ ସହ ଆଲୋଚନା ହୋଇଥିବା ସତ୍ତ୍ବେ ତାହା ବିଫଳ ହୋଇଥିଲା।

ମମତା କନିଷ୍ଠ ଡାକ୍ତରଙ୍କୁ ମନାଇବାରେ ବିଫଳ ହୋଇଥିଲେ । କେତେକ ସର୍ତ୍ତରେ ଉଭୟ ପକ୍ଷ ରାଜି ହୋଇନଥିଲେ । ମୁଖ୍ଯତଃ ଆଲୋଚନାକୁ ଲାଇଭ ଷ୍ଟ୍ରିମିଙ୍ଗ କରିବା ସର୍ତ୍ତକୁ ମମତା ଖାରଜ କରି ଆସୁଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହାର ସିଧା ପ୍ରସାରଣ କରାଯିବା ଉଚିତ ନୁହେଁ ବୋଲି ମମତା ସରକାର ବୁଝାଇ ଆସୁଥିବାବେଳେ ଡାକ୍ତରମାନେ କିନ୍ତୁ ସିଧା ପ୍ରସାରଣ ଲାଗି ଜିଦ ଧରି ବସିଛନ୍ତି ।

ଏଥିପାଇଁ ଆଲୋଚନା ହୋଇପାରୁନି । ଡାକ୍ତରମାନଙ୍କ ପ୍ରମୁଖ ଦାବି ମଧ୍ଯରେ ରହିଛି ରାଜ୍ଯ ସ୍ବାସ୍ଥ୍ଯମନ୍ତ୍ରୀଙ୍କ ଇସ୍ତଫା, ଡାକ୍ତର ପ୍ରତିନିଧିଙ୍କ ସହ ସରକାରଙ୍କ ଆଲୋଚନାର ଲାଇଭ ଷ୍ଟ୍ରିମିଂ, ପ୍ରମାଣ ନଷ୍ଟ ଠାରୁ ଆରମ୍ଭ କରି ଅନ୍ଯ ଅପରାଧ ଲାଗି ଦାୟୀ ବ୍ଯକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, କୋଲକାତା ପୋଲିସ କମିଶନର ବିନୀତ ଗୋୟଲ ଓ ସ୍ବାସ୍ଥ୍ଯ ସଚିବ ନାରାୟଣ ସ୍ବରୂପ ନିଗମଙ୍କ ଇସ୍ତଫା, ସ୍ବାସ୍ଥ୍ଯକର୍ମୀଙ୍କ ଲାଗି ନିରାପତ୍ତା, ସରକାରୀ ପ୍ରତିଷ୍ଠାନରେ ଧମକ ସଂସ୍କୃତି ବନ୍ଦ କରିବା ଇତ୍ଯାଦି। ଶନିବାର ଦୁଷ୍କର୍ମ ଓ ହତ୍ଯା ଘଟଣାରେ ପ୍ରମାଣ ନଷ୍ଟ ଅଭିଯୋଗରେ ମେଡିକାଲ ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା ସିବିଆଇ। ଆଜି ସିବିଆଇ କୋର୍ଟଙ୍କୁ କହିଛନ୍ତି ଯେ, ସନ୍ଦୀପ ମାମଲାକୁ ଚାପି ଦେବାକୁ ବସିଥିଲେ । ସେଥିପାଇଁ ଏହାକୁ ଆତ୍ମହତ୍ଯା ରୂପ ଦେବାକୁ ଯୋଜନା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ଯମ କରିଥିଲେ ବୋଲି କୋର୍ଟକୁ କହିଛି ସିବିଆଇ ।

Tags: kolkata doctor casemamata banarjee
ShareTweetShareSend
Sanchar Live

Sanchar Live

Next Post
୨୦ ଟଙ୍କା ବଢ଼ିଲା ଖାଇବା ତେଲ

୨୦ ଟଙ୍କା ବଢ଼ିଲା ଖାଇବା ତେଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.