Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଠ ବର୍ଷ ପରେ ଘରକୁ ଫେରିଲା ହଜିଲା ଝିଅ

Sanchar Live by Sanchar Live
November 13, 2024
in ଓଡିଶା
0
ଆଠ ବର୍ଷ ପରେ ଘରକୁ ଫେରିଲା ହଜିଲା ଝିଅ
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ଆଠ ବର୍ଷ ପରେ ଘରକୁ ଫେରିଲା ହଜିଲା ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଟଲଣା ପଞ୍ଚୟତର ବଡମାସିଂ ଗ୍ରାମରେ । ଏହି ଗାଁର ଲାଣ୍ଡମି ଶବର ପିଲା ବେଳରୁ ମୁକ ବଧିର ହୋଇଥିବାରୁ ପରିବାର ଲୋକେ ତାଙ୍କୁ ବାଲେଶ୍ବର ମୁକ ବଧିର ବିଦ୍ୟାଳୟରେ ଛାଡିଥିଲେ । ସେଠାରୁ ସେ କେଉଁଆଡେ ପଳାଇ ଯାଇଥିଲେ ।

ପୋଲିସ, ଗ୍ରାମବାସୀ, ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ନାବାଳିକାର କୌଣସି ସନ୍ଧାନ ମିଳିପାରିନଥିଲା । କିଛି ଲୋକେ ଲାଣ୍ଡମିଙ୍କୁ ଉଦ୍ଧାର କରି ଭୁବନେଶ୍ବରର ଏକ ମୁକ ବଧିର ବିଦ୍ୟାଳୟରେ ଭର୍ତ୍ତି କରିଥିଲେ। ସେଠାରେ ନାବାଳିକା ରହୁଥିବା ବେଳେ ତାଙ୍କର କିଛି ଭତ୍ତା ପଇସା ଉଠାଇବା ପାଇଁ ଜନସେବା କେନ୍ଦ୍ରକୁ ଯାଇଥିଲେ । ସେଠାରେ ସେ ବାଲେଶ୍ବର ମୁକ ବଧିର ଶିକ୍ଷା ଅନୁଷ୍ଠାନର ଛାତ୍ରୀ ବୋଲି ପରିଚୟ ମିଳିଥିଲା ।

ନାବାଳିକା ଜଣକୁ ବାଲେଶ୍ବର ଶିକ୍ଷା ଅନୁଷ୍ଠାନ ନେବା ପରେ ତାର ପରିଚୟ ଜଣାପଡିଥିଲା । ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ସାରା ଗାଁରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଛି ।

Tags: odisharayagada
ShareTweetShareSend
Sanchar Live

Sanchar Live

Next Post
ପ୍ରତିଦିନ ଅଣ୍ଡା ଖାଉଛନ୍ତି କି ? ତାହେଲେ ହୋଇ ଯାଆନ୍ତୁ ସାବଧାନ!

ପ୍ରତିଦିନ ଅଣ୍ଡା ଖାଉଛନ୍ତି କି ? ତାହେଲେ ହୋଇ ଯାଆନ୍ତୁ ସାବଧାନ!

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.