Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ

Sanchar Live by Sanchar Live
September 11, 2024
in ଓଡିଶା
0
ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ
0
SHARES
17
VIEWS
FacebookTwitter

ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ । ନୀଳଚକ୍ରରେ ଚଢି ଦୀର୍ଘ ସମୟ ପର୍ଯ୍ଯନ୍ତ ଅଟକି ରହିଲେ । ସଂପୃକ୍ତ ବୃଦ୍ଧ ଛତ୍ରପୁରର ବଳରାମ ମହାରଣା ବୋଲି ସୂଚନା ମିଳିଛି । ସନ୍ଧ୍ଯାରେ ସେ ନୀଳଚକ୍ର ଉପରକୁ ଚଢିଥିଲେ । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ମନ୍ଦିର ପ୍ରଶାସନ ପହଞ୍ଚି ତାଙ୍କୁ ଶ୍ରୀମନ୍ଦିର ତଳକୁ ଆଣିଥିଲେ । ତେବେ କାହିଁକି ସେ ଦଧିନଉତି ଉପରକୁ ଚଢିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରନି । ତାଙ୍କ ମାନସିକ ସ୍ଥିତି ଠିକ ନଥିବା ସନ୍ଦେହ କରାଯାଉଛି । ସିଂହଦ୍ବାର ଥାନାକୁ ନେଇ ତାଙ୍କୁ ରଖାଯାଇଛି । କିଛି ସମୟରେ ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ପଚରାଉଚରା ପରେ ସବୁକିଛି ସ୍ପଷ୍ଟ ହେବ । ତେବେ ବୃଦ୍ଧ ଜଣଙ୍କ ଶ୍ରୀମନ୍ଦିର ଉପରକୁ ଚଢିଯିବା ଶ୍ରୀମନ୍ଦିରର ସୁରକ୍ଷା ବ୍ଯବସ୍ଥା ନେଇ ଅନେକ ପ୍ରଶ୍ନ ଉଠାଇଛି । ପ୍ରଶ୍ନ ଉଠୁଛି, ସୁରକ୍ଷା ବଳୟ ଭାଙ୍ଗି କେମିତି ଦଧିନଉତି ଉପରକୁ ଚଢିଗଲେ ବୃଦ୍ଧ ? ସଂପୃକ୍ତ ବ୍ଯକ୍ତି ଚଢିବାବେଳେ କେମିତି କେହି ଦେଖିପାରିଲେ ନାହିଁ ? ଜେଟିପି ଓ ପୋଲିସ ସେଠାରେ ନଥିଲେ କି ? ଯଦି ଥିଲେ ତେବେ ବୃଦ୍ଧ ବଳରାମଙ୍କୁ ଅଟକାଇଲେ ନାହିଁ କେମିତି ?

Tags: dadhinautipuri
ShareTweetShareSend
Sanchar Live

Sanchar Live

Next Post
ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍

ଖୋଲିଲା ହୀରାକୁଦର ଆଉ ୬ଟି ଗେଟ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.