Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାତ୍ରୀରେ ଆପଣଙ୍କ ପିଲାକୁ ଶୁଆଇବା ସମୟରେ ଅସୁବିଧା ହେଉଛି କି? ନିଶ୍ଚତ ଫଲୋ କରନ୍ତୁ ଏହି ଟପ୍ସ

Sanchar Live by Sanchar Live
May 12, 2025
in ଜୀବନ ଶୈଳୀ
0
ରାତ୍ରୀରେ ଆପଣଙ୍କ ପିଲାକୁ ଶୁଆଇବା ସମୟରେ ଅସୁବିଧା ହେଉଛି କି? ନିଶ୍ଚତ ଫଲୋ କରନ୍ତୁ ଏହି ଟପ୍ସ
0
SHARES
5
VIEWS
FacebookTwitter

ପିଲା ଏବଂ କିଶୋରମାନେ ଏପରି ଏକ ସମୟ ଦେଇ ଯିବା ସ୍ୱାଭାବିକ ଯେଉଁଠାରେ ସେମାନଙ୍କୁ ଭଲ ନିଦ ହେବାରେ ଅସୁବିଧା ହୁଏ । କେତେକ ସମୟରେ ସୁସ୍ଥ ନିଦ୍ରା ପାଇବା ପାଇଁ, ସୁସ୍ଥ ନିଦ୍ରାର ଅଭ୍ୟାସ କରିଥାଉ ଯାହା କୁ ସ୍ଲୀପହାଇଜେନ କୁହାଯାଏ । ଏହା ସୁସ୍ଥ ଓ ଆରାମଦାୟକ ନିଦ୍ରା ପାଇବାରେ ସାହାଯ୍ୟ କରେ । ଏଥି ସହ ସ୍ଲୀପହାଇଜେନ ଉପରେ କାମ କରିବା ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ବିଶେଷକରି ନିଦ୍ରାହୀନତାରେ ପୀଡିତ ପିଲା ଏବଂ ବୟସ୍କମାନଙ୍କ ପାଇଁ ଏହା ଭଲ ନିଦ୍ରା ପାଇବାର ମାଧ୍ୟମ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ପିଲାଙ୍କୁ ନିଦ ହୋଇପାରିବ ।

ପ୍ରତିଦିନ ବେଡ଼କୁ ଜୀବାପୂର୍ବରୁ ଏହି ଟିପ୍ସଗୁଡିକୁ ନିଶ୍ଚିତ ଅନୁସରଣ କରନ୍ତୁ :
ଗରମପାଣିରେ ଗାଧୋଇବା, ମନପସନ୍ଦର ସଂଗୀତ ଶୁଣିବା, କ୍ୟାମୋମାଏଲ ଚା ପିଇବା, ଦୀର୍ଘ ନିଶ୍ୱାସ ନେବା କିମ୍ବା ମନସ୍ଥିର ରଖିବାପାଇଁ ଯୋଗ ବା ପ୍ରାଣାୟମ କରିବା । ଆପଣଙ୍କ ପିଲାକୁ ଶାନ୍ତ ରଖିବାପାଇଁ କିଛିକାର୍ଯ୍ୟ କରନ୍ତୁ ଯାହାକି ସୁସ୍ଥ ନିଦ୍ରାରେ ସାହାଯ୍ୟ କରିବ ।

ରାତିରେ ଉଜ୍ଜ୍ୱଳ ଆଲୋକ ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବହାର ସୀମିତ କରନ୍ତୁ :

ସନ୍ଧ୍ୟା ସମୟରେ ହାଲ୍କା ରଙ୍ଗର ଆଲୋକ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଇଲେକ୍ଟ୍ରୋନିକ୍ ଉପକରଣରୁ ନିର୍ଗତ ଉଜ୍ଜ୍ୱଳ ଏବଂ ନୀଳ ଆଲୋକକୁ ସୀମିତ କରନ୍ତୁ ଏବଂ ଯଦି ଆପଣଙ୍କ ଡିଭାଇସରେ ‘‘ରାତି ସେଟିଂ’’ ଅଛି, ତେବେ ଏହାକୁ ବ୍ୟବହାର କରନ୍ତୁ । ଏଥି ସହ ଶୋଇବା ସମୟର ଅତି କମରେ ଗୋଟିଏ ଘଣ୍ଟା ପୂର୍ବରୁ ମୋବଇଲ କିମ୍ବା ଟିଭି ସ୍କ୍ରିନକୁ ଦୂରେଇ ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

ବର୍ତ୍ତମାନ ଜାଣିବା ନିୟମିତ ଶୋଇବା କାର୍ଯ୍ୟସୂଚୀ :

ପ୍ରତିଦିନ ପ୍ରାୟ ସମାନ ସମୟରେ ଶୋଇବାକୁ ଯିବା ଏବଂ ଉଠିବା ଦ୍ଵାରା ଶରୀରକୁ ରିଲାକ୍ସ ଲାଗିଥାଏ । ଏଥି ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ଘରର ତାପମାତ୍ରା ବଜାୟ ରଖନ୍ତୁ :- ବେଡ଼ରୁମକୁ ଥଣ୍ଡା ଏବଂ ଶାନ୍ତ ରଖିବା ଯଦି ଶବ୍ଦ ଏବଂ ଆଲୋକରୁ ରକ୍ଷା ପାଇପାରୁନାହାନ୍ତି ତେଣୁ ଆପଣଙ୍କ ପିଲାକୁ ଇୟରପ୍ଲଗ୍ ଏବଂ ଶୋଇବା ପାଇଁ ମାସ୍କ ଦିଅନ୍ତୁ । କୋଠରୀକୁ ଥଣ୍ଡା ରଖିବା ପାଇଁ ଏୟାର କଣ୍ଡିସନର କିମ୍ବା ଫ୍ୟାନ୍ ଚଲାନ୍ତୁ ।

ପୂର୍ଣ୍ଣ ନିଦ ପାଆନ୍ତୁ : ସ୍କୁଲ ଯାଉଥିବା ପିଲାମାନଙ୍କୁ ପ୍ରତିଦିନ ରାତିରେ ପ୍ରାୟ ୯-୧୨ ଘଣ୍ଟା ଶୋଇବା ନିହାତି ଆବଶ୍ୟକ।

ଏଥି ସହ ବୟସ୍କମାନଙ୍କୁ ପ୍ରାୟ ୮-୧୦ ଘଣ୍ଟା ଶୋଇବା ଆବଶ୍ୟକ।

ଉଠିବା ପରେ ତୁରନ୍ତ କିଛି ସମୟ ପାଇଁ ସୂର୍ଯ୍ୟ କିରଣରେ ରୁହନ୍ତୁ :- ଉଠିବା ପରେ ତୁରନ୍ତ ସୂର୍ଯ୍ୟକିରଣରେ ରହିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ସ୍ଥିର ରହିଥାଏ । ଏଥି ସହ ଦିନ ସାରା କ୍ଲାନ୍ତ ମଧ୍ୟ ଅନୁଭବ ହୋଇନଥାଏ ।

କ୍ୟାଫିନ୍ ଏଡାନ୍ତୁ- ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ଛୋଟ ପିଲାମାନେ କ୍ୟାଫିନ୍ ସେବନ କରିବା ଉଚିତ୍ ନୁହେଁ । ବୟସ୍କମାନେ କମ ପରିମାଣରେ କ୍ୟାଫିନ୍ ନେଇପାରିବେ କିନ୍ତୁ ଅପରାହ୍ନ ୩ଟା ପରେ କାଫିନ ଠାରୁ ଦୂରେଇ ରହିବା ସମସ୍ତଙ୍କ ପାଇଁ ଭଲ ।

ଶୋଇବା ସମୟ ସୀମିତ କରନ୍ତୁ – ଯଦି ଆପଣଙ୍କ ଶିଶୁକୁ ପ୍ରକୃତରେ ଶୋଇବାର ଆବଶ୍ୟକତା ନଥାଏ, ତେବେ ତାକୁ ଶୋଇବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ଆପଣଙ୍କ ପିଲାକୁ ଦିନରେ ଶୋଇବାକୁ ବାଧ୍ୟ କରନ୍ତି, ତେବେ ଏହା ପିଲାକୁ ରାତି ଅନିଦ୍ରା କରିବ ।

ବ୍ୟାୟାମ କରନ୍ତୁ- ଏଥି ସହ ବ୍ୟାୟାମ କରିବା ଦ୍ବାରା ଲୋକଙ୍କୁ ରାତିରେ ଭଲ ନିଦରେ ଶୋଇବାରେ ସାହାଯ୍ୟ କରେ । କିନ୍ତୁ ସନ୍ଧ୍ୟାରେ ବ୍ୟାୟାମ କରିବା ଦ୍ୱାରା ନିଦ ବାଧାପ୍ରାପ୍ତ ହୋଇପାରେ । ଯଦି ଆପଣ ପିଲାଙ୍କର ଭଲ ନିଦ ଚାହୁଁଛନ୍ତି, ତେବେ ଏହି ସସସ୍ତ ଟିପ୍ସକୁ ନିଶ୍ଚିତ ଫଲୋ କରନ୍ତୁ ।

Tags: childlifestylesleep
ShareTweetShareSend
Sanchar Live

Sanchar Live

Next Post
ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ

ଜାଣନ୍ତୁ ଆଜି କଣ କହୁଛି ଆପଣଙ୍କ ଭାଗ୍ୟଫଳ ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.