Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଚାମ୍ପିଅନ୍ସ ଟ୍ରଫି: ହାରିଲା ଦକ୍ଷିଣାଆଫ୍ରିକା, ଫାଇନାଲରେ ହେବ ନ୍ୟୁଜିଲାଣ୍ଡ- ଭାରତ ଟକ୍କର

Sanchar Live by Sanchar Live
March 5, 2025
in କ୍ରୀଡ଼ା
0
ଚାମ୍ପିଅନ୍ସ ଟ୍ରଫି: ହାରିଲା ଦକ୍ଷିଣାଆଫ୍ରିକା, ଫାଇନାଲରେ ହେବ ନ୍ୟୁଜିଲାଣ୍ଡ- ଭାରତ ଟକ୍କର
0
SHARES
25
VIEWS
FacebookTwitter

ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର  ଦକ୍ଷିଣ ଆଫ୍ରିକାକୁ  ନ୍ୟୁଜିଲାଣ୍ଡ ୫୦ ରନ୍‌ରେ ପରାଜିତ କରିଛି। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ  ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୬ ୱିକେଟ ହରାଇ ୩୬୨ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୩୬୩ ରନ୍ ରହିଥିଲା।

ବିଶାଳ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ଦଳ ଧାର୍ଯ୍ୟ ୫୦ ଓଭରରେ ୯ ୱିକେଟ ହରାଇ  ୩୧୨ ରନ୍ ସଂଗ୍ରହ କରିଥିଲା। ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଦଳର ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲ  ଖେଳିବାର ଆଶା ଧୂଳିସାତ୍ ହୋଇଛି।

ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳକୁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଖେଳିବାର ଟିକେଟ ମିଳିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଟିମ୍ ଇଣ୍ଡିଆକୁ ଭେଟିବ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ରିୟାନ ରିକେଲଟନ୍ ୧୭ ରନ୍ କରିଥିବାବେଳେ ଟେମ୍ବା ବାଭୁମା ୫୬ ରନ୍ କରିଥିଲେ। ସେହିପରି ରସେଲ ଭାନ ଡେର ଡାସେନ ୬୯ ରନ୍, ଆଡେନ ମାର୍କମ ୩୧ ରନ୍, ଡେଭିଡ ମିଲର ୧୦୦ ରନ୍ କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୩ ୱିକେଟ ନେଇଥିବାବେଳେ ମ୍ୟାଟ୍ ହେନରି ୨ଟି ୱିକେଟ ନେଇଥିଲେ। ସେହିପରି ମିଚେଲ ବ୍ରେସୱେଲ ଗୋଟିଏ ୱିକେଟ, ଗ୍ଲେନ୍ ଫିଲିପ୍ ୨ଟି ୱିକେଟ, ରଚିନ ରବିନ୍ଦ୍ର ଗୋଟିଏ ୱିକେଟ ନେଇଥିଲେ।

Temba Bavuma and Rassie van der Dussen get South Africa's chase going 👊

Watch this live in your territory now – head here 👉https://t.co/S0poKnwS4p#SAvNZ #ChampionsTrophy pic.twitter.com/9PC6G6Ot91

— ICC (@ICC) March 5, 2025

Tags: indianewsland
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି ଦିନଟି କାହା ପାଇଁ କେମିତି ?

ଜାଣନ୍ତୁ ମେଷରୁ ମୀନ ରାଶି ପର୍ଯ୍ୟନ୍ତ ଲୋକଙ୍କର ଆଜି କେମିତି କଟିବ ଦିନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ
  • ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.