Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ପୁଣି କମ୍ପିବ ବାରବାଟୀ, ୧୬ରୁ ଖେଳିବେ ଷ୍ଟାର

Sanchar Live by Sanchar Live
February 13, 2025
in କ୍ରୀଡ଼ା
0
ପୁଣି କମ୍ପିବ ବାରବାଟୀ, ୧୬ରୁ ଖେଳିବେ ଷ୍ଟାର
0
SHARES
133
VIEWS
FacebookTwitter

ସଂଚାର ବ୍ୟୁରୋ: ଆସନ୍ତା ୧୬ ତାରିଖରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ। ଦେଶର ନାମିଦାମୀ ସେଲିବ୍ରିଟିମାନେ ବାରବାଟୀ ଗ୍ରାଉଣ୍ଡରେ ଖେଳିବେ କ୍ରିକେଟ ମ୍ୟାଚ। ତା ପୂର୍ବରୁ ଗୁରୁବାର କ୍ରୀୟୁ ମେମ୍ବରମାନେ ବାରବାଟୀ ଷ୍ଟାଡିୟମର ସ୍ଥିତି ପରଖିଛନ୍ତି।

 ୧୬ ତାରିଖରେ ବାରବାଟୀରେ ଖେଳାଯିବ ୩ ଟି ମ୍ୟାଚ। ସକାଳ ୧୦ ଟାରେ ଓଡିଶା ରଣଜୀ ଟିମ ସହିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ ଓଲିଉଡ଼ ଇଲେଭେନ। ଅପରାହ୍ନ ୨ ଟାରେ ହେବ ଅସଲ ଟୋଣ୍ଟି -୨୦ ମ୍ୟାଚ। ପ୍ରଥମ ମ୍ୟାଚ ପଞ୍ଜାବ ସହିତ ଭୋଜପୁରୀ ଟିମ ଖେଳିବ।  ସନ୍ଧ୍ୟାରେ ବେଙ୍ଗଲ ଟିମକୁ ଭେଟିବ ଟିମ ମୁମ୍ବାଇ। ତେବେ ୧୫ ରେ  ସମସ୍ତ ଟିମ ବାରବାଟୀରେ ପ୍ରାକ୍ଟିସ କରିବେ।  ୧୬ ତାରିଖରେ ହେବ ସେଲେବ୍ରିଟି କ୍ରିକେଟ ମ୍ୟାଚ।

Tags: Barabati stadiumcclcuttack
ShareTweetShareSend
Sanchar Live

Sanchar Live

Next Post
ବିକଶିତ ଓଡିଶା’ର ନକ୍ସା ପ୍ରତିଫଳିତ ହୋଇଛି : ମନମୋହନ ସାମଲ

ବିକଶିତ ଓଡିଶା’ର ନକ୍ସା ପ୍ରତିଫଳିତ ହୋଇଛି : ମନମୋହନ ସାମଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.