ଭାରତ

ଦିଲ୍ଲୀର ନବ ନିର୍ବାଚିତ ବିଧାୟକଙ୍କ ସହ କେଜ୍ରିୱାଲଙ୍କ ବୈଠକ

ଦିଲ୍ଲୀର ନବ ନିର୍ବାଚିତ ବିଧାୟକଙ୍କ ସହ କେଜ୍ରିୱାଲଙ୍କ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରିଛି । ଦୀର୍ଘ ୨୭ ବର୍ଷ ପରେ ପୂର୍ଣ୍ଣ ବହୁମତ ସହିତ ସରକାର ଗଢ଼ିବାକୁ ଯାଉଛି ବିଜେପି । ଅନ୍ୟପକ୍ଷରେ କ୍ଷମତା ଚ୍ୟୁତ...

Read more

ଛତିଶଗଡ଼ରେ ୩୧ ନକ୍ସଲ ସଫା

ଛତିଶଗଡ଼ରେ ୩୧ ନକ୍ସଲ ସଫା

ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ। ଏହି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ପି. ସୁନ୍ଦରରାଜ। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ...

Read more

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଗତକାଲି ହୋଇଥିବା କାଉଣ୍ଟିଂରେ ଆପର ପରାଜୟ ପରେ ଆଜି ଆତିଶୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଏଲଜିଙ୍କ...

Read more

PM YUVA 2.0; 41 ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

PM YUVA 2.0; 41 ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ ଭାରତ ମଣ୍ଡପମ୍‌ରେ ଚାଲିଥିବା ବିଶ୍ବ ପୁସ୍ତକ ମେଳାର ଥିମ୍ ପାଭିଲିୟମରେ PM YUVA 2.0 ବହି ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।...

Read more

ନୂଆ ଆୟକର ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆ ଆୟକର ବିଲକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅନେକ ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଛି।...

Read more

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜଣଙ୍କ ମୃତ୍ୟୁ

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଶୁକ୍ରବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ...

Read more

୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କଲା ଭାରତୀୟ ସେନା

୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କଲା ଭାରତୀୟ ସେନା

ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ୭ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି । ଏମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ସେନାର ଯବାନ ମଧ୍ୟ ଅଛନ୍ତି । ଏହି...

Read more
Page 71 of 116 1 70 71 72 116