Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଏପ୍ରିଲ ୧ ତାରିଖରୁ ମହଙ୍ଗା ହେବ ଟୋଲ ପାସ୍

Sanchar Live by Sanchar Live
March 16, 2026
in ଭାରତ
0
0
SHARES
30
VIEWS
Facebook
Twitter

ହାଇୱେରେ ଯାତାୟାତ କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଆସନ୍ତା ଏପ୍ରିଲ ୧ ତାରିଖରୁ ଜାତୀୟ ରାଜପଥ ଦେଇ ଯାତ୍ରା କରିବା ଆହୁରି ମହଙ୍ଗା ହେବାକୁ ଯାଉଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ବାର୍ଷିକ ଟୋଲ୍ ପାସ୍ ଏବଂ ଟୋଲ୍ ଟିକସରେ ସଂଶୋଧନ କରାଯାଉଛି । NHAI ବାର୍ଷିକ ପାସ୍ ଫି ୩,୦୦୦ ଟଙ୍କାରୁ ୩,୦୭୫ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ହାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଯୁଜ୍ୟ ହେବ ।

ତେବେ ଏହି ପାସ୍ ବ୍ୟକ୍ତିଗତ ବାହନ ପାଇଁ ହୋଇଥାଏ ଯେଉଁଥିରେ ବୈଧ କିମ୍ବା କାର୍ଯ୍ୟକ୍ଷମ FASTag ଲାଗିଥାଏ । ବର୍ତ୍ତମାନ ବ୍ୟକ୍ତିଗତ ଗାଡ଼ି ପାଇଁ ଉଦ୍ଦିଷ୍ଟ FASTag Annual Pass ର ମୂଲ୍ୟ ୩,୦୦୦ ଟଙ୍କା ରହିଛି । କିନ୍ତୁ ଏପ୍ରିଲ ୧ ରୁ ଏହାର ମୂଲ୍ୟ ୨.୫% ବୃଦ୍ଧି ପାଇ ୩,୦୭୫ ଟଙ୍କା ହେବ ।

Related posts

ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…

ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…

November 8, 2026
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

November 8, 2026

ନୂଆ ନିୟମ ଅନୁସାରେ ୩୦୭୫ ଟଙ୍କାର ଏହି ପାସ୍ ଗୋଟିଏ ବର୍ଷ କିମ୍ବା ୨୦୦ ଥର ଟୋଲ୍ କ୍ରସିଂ କରିବା ପରେ ବୈଧ ହେବ । ଏ ଭିତରୁ ଯାହା ପ୍ରଥମେ ପୂରା ହେବ ତାହା ହିଁ ଲାଗୁ ହେବ । ଯାହାର ଅର୍ଥ ହେଉଛି ଯଦି ଆପଣ ୨୦୦ ଥର ଟୋଲ୍ କ୍ରସିଂ ପାର କରନ୍ତି ତେବେ ପାସର ସମୟସୀମା ଶେଷ ହୋଇଯିବ । ଯଦିଓ ଗୋଟିଏ ବର୍ଷ ଅବଧି ଅତିକ୍ରମ ହୋଇନାହିଁ ତଥାପି ଏହା ଅବୈଧ ହୋଇଯିବ ।

ତେବେ ପ୍ରତିବର୍ଷ ଏପ୍ରିଲ ୧ ତାରିଖରୁ NHAI ଟୋଲ୍ ରେଟ୍ ପରିବର୍ତ୍ତନ କରିଥାଏ । ଏହା ମୁଖ୍ୟତଃ (WPI) ବା ହୋଲସେଲ୍ ମୁଦ୍ରାସ୍ଫୀତି ଉପରେ ଆଧାରିତ । ସାଧାରଣତଃ ଏହି ବୃଦ୍ଧି ୩% ରୁ ୫% ମଧ୍ୟରେ ରହିଥାଏ ଯାହା ରାସ୍ତା ରକ୍ଷଣାବେକ୍ଷଣ ଏବଂ ନୂତନ ପ୍ରକଳ୍ପ ପାଇଁ ବ୍ୟବହୃତ ହୁଏ । ତେବେ ସରକାର ଏପ୍ରିଲ ପହିଲାରୁ ଟୋଲ୍ ପ୍ଲାଜାରେ ନଗଦ ଟଙ୍କା ଦେଣନେଣ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଏବେ କେବଳ FASTag ଏବଂ UPI ମାଧ୍ୟମରେ ପେମେଣ୍ଟ କରାଯିବ ।

Tags: Fastagindia

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…
  • ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?
  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.