ଭାରତ

ଦେଢ ବର୍ଷ ପରେ ଜେଲରୁ ମୁକୁଳିବେ ମନୀଷ ସିସୋଦିଆ

ଦେଢ ବର୍ଷ ପରେ ଜେଲରୁ ମୁକୁଳିବେ ମନୀଷ ସିସୋଦିଆ

ସଂଚାର ବ୍ୟୁରୋ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଦିଲ୍ଲୀ ଅବକାରୀ...

Read more

ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ବଢ଼ୁଥିବା ରକ୍ତଚାପ ଜନିତ ରୋଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ବଢ଼ୁଥିବା ରକ୍ତଚାପ ଜନିତ ରୋଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

ସଂଚାର ବ୍ୟୁରୋ : ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ବଢ଼ୁଥିବା ରକ୍ତଚାପ ଜନିତ ରୋଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ |...

Read more

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ସଂଚାର ବ୍ୟୁରୋ: ଆଖି ବୁଜିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୮୦ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୨୦ ମିନିଟ୍‌ରେ...

Read more

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବଡ ଆଶ୍ଵାସନା, କହିଲେ ପଦକଧାରୀଙ୍କ ପରି ଫୋଗାଟଙ୍କୁ ମିଳିବ ସମସ୍ତ ସମ୍ମାନ

କୁସ୍ତି ଫାଇନାଲରେ ଭିନେଶ ଫୋଗଟ

ସଂଚାର ବ୍ୟୁରୋ: ଭିିନେଶ ଫୋଗାଟଙ୍କୁ ମିଳିଲା ବଡ ଆଶ୍ଵାସନା । ହରିୟାଣା ମୁଖ୍ୟମନ୍ତ୍ରୀ ଭିିନେଶ ଫୋଗାଟଙ୍କୁ ଦେଇଛନ୍ତି ଆଶ୍ଵାସନା। ରେସଲର ଭିିନେଶ ଫୋଗାଟଙ୍କୁ ମିଳିବ ଜଣେ ମେଡାଲଧାରୀଙ୍କୁ...

Read more

ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ କିଲିମଞ୍ଜାରୋ ଶିଖରରେ ଓଡ଼ିଆ ପୁଅ

ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ କିଲିମଞ୍ଜାରୋ ଶିଖରରେ ଓଡ଼ିଆ ପୁଅ

ସଂଚାର ବ୍ୟୁରୋ: ପୁଣି ବିଦେଶରେ ଓଡ଼ିଆ ପୁଅଙ୍କ କମାଲ । କିଲିମଞ୍ଜାରୋ ଶିଖରରେ ଓଡ଼ିଆ ପୁଅ ପର୍ଶୁରାମ ପଣ୍ଡା ।ଓଡ଼ିଶାର ପର୍ଶୁରାମ ପଣ୍ଡା ଆଫ୍ରିକା ମହାଦେଶର ସର୍ବୋଚ୍ଚ...

Read more

ଭାରତ ଶରଣରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା

ଭାରତ ଶରଣରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା

tivkj q}bjlk: ଦିଲ୍ଲୀରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଦେଶଛାଡିଥିବା ହାସିନା ଭାରତରେ ଆଶ୍ରୟ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Read more

ଭାରତରେ ଭୁଷୁଡ଼ିଲା ସେୟାର ବଜାର, ଚିନ୍ତାରେ ନିବେଶକ

ଭାରତରେ ଭୁଷୁଡ଼ିଲା ସେୟାର ବଜାର, ଚିନ୍ତାରେ ନିବେଶକ

ସଂଚାର ବ୍ୟୁରୋ: ଚିନ୍ତାରେ ନିବେଶକ । ଭାରତୀୟ ସେୟାର ବଜାରରେ ହଟଚମଟ । ଆମେରିକା ପାଁଇ ଭାରତରେ ଚିନ୍ତା ପଡିଛି । ଆମେରିକା ବଜାରରେ ଆର୍ଥିକ ମାନ୍ଦାବସ୍ଥାର...

Read more
Page 113 of 115 1 112 113 114 115