ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋପାଳ ଚନ୍ଦ୍ର ହାଁସଦା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍। ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ। ବାରିପଦା, ବୌଦ୍ଧ ଓ ଭୁବନେଶ୍ଵରରେ ରେଡ୍ କରୁଛି ଭିଜିଲାନ୍ସ। ଚଢାଉରେ ୪ ଡିଏସପି, ୭ ଇନ୍ସପେକ୍ଟର ସାମିଲ୍ ହୋଇଛନ୍ତି।
© 2024 Sanchar News