Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ

Sanchar Live by Sanchar Live
September 13, 2024
in ଓଡିଶା
0
ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ଭୁବନେଶ୍ୱରରେ ଉଠାଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶାବଳୀ । ବିଏମସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ୫ ସୁତ୍ରୀର ଗାଇଡଲାଇନ ଜାରି କରିଛି । ସମସ୍ତ ଉଠାଦୋକାନୀ ଷ୍ଟଲରେ ଅନୁମୋଦନପତ୍ର ରଖିବା ବାଧ୍ୟତାମୂଳକ । ସ୍ବାସ୍ଥ୍ୟରକ୍ଷା ପ୍ରତି ମୁଣ୍ଡରେ ସ୍କାଫ ବା ଟୋପି, ମାସ୍କ, ଗ୍ଲୋବ୍ସ ପିନ୍ଧିବେ। ସଫା ପୋଷାକ ସାଙ୍ଗକୁ ଆପ୍ରୋନ୍ ପିନ୍ଧିବେ । ଗରାଖଙ୍କୁ ଖାଦ୍ୟ ଦେବାବେଳେ ଷ୍ଟିଲ୍ ବା ପୁନଃ ଉପଯୋଗ ଗିନା, କପ୍, ଥାଳି, ପ୍ଲେଟ ବ୍ୟବହାର କରିବେ ।  ସେହିପରି ଏକକ ବ୍ୟବହାର ପାତ୍ର, ପ୍ଲେଟ୍ ଇତ୍ୟାଦିରେ ଗରାଖଙ୍କୁ ଆଦୌ ଖାଦ୍ୟ ପରସିବେ ନାହିଁ । ଖାଦ୍ୟଦ୍ରବ୍ୟ ଘୋଡ଼ାଇ ରଖିବା ସହ ଥାଳି ଇତ୍ୟାଦିରେ ଅଏଲ୍ ପେପର ପକାଇ ଖାଦ୍ୟ ଦେବାକୁ କୁହାଯାଇଛି ।  ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବା ବାଧ୍ଯତାମୂଳକ । ବିଏମ୍ସି ସଫେଇ ଗାଡ଼ିରେ ବର୍ଜ୍ୟ ଦେବାକୁ ବିଏମସି କହିଛି । ସେହିଭଳି ଚା ଦୋକାନ କରିଥିଲେ ଏକକ ବ୍ୟବହାର କପରେ ଆଦୌ ଚା ଦେବେ ନାହିଁ । କେବଳ ପୁନଃ ଉପଯୋଗ କପ୍ ଏବଂ ମାଟିକପରେ ଚାହା ଦେବେ ଦୋକାନୀ । ଏବେ ସ୍ବଚ୍ଛତା ଅଭିଯାନ ୧୦ ବର୍ଷରେ ପହଞ୍ଚିଛି । ତେଣୁ ସବୁଜ ଓ ସ୍ବଚ୍ଛ ପରିବେଶ ଲାଗି ବିଏମସି ମେୟର ଆହ୍ବାନ ଦେଇଛି ।

Tags: bhubaneswarbmc
ShareTweetShareSend
Sanchar Live

Sanchar Live

Next Post
ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଶୋଷଣ, ବନ୍ଧାହେଲେ ରସିକ ନାଗର

ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଶୋଷଣ, ବନ୍ଧାହେଲେ ରସିକ ନାଗର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.