Saturday, July 19, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଦ୍ବିତୀୟ ଦିନ: ପ୍ରଶିକ୍ଷଣ ନେଉଛନ୍ତି ବିଜେପି ବିଧାୟକ ଏବଂ ସାଂସଦ

Sanchar Live by Sanchar Live
April 13, 2025
in ରାଜନୀତି
0
ଦ୍ବିତୀୟ ଦିନ: ପ୍ରଶିକ୍ଷଣ ନେଉଛନ୍ତି ବିଜେପି ବିଧାୟକ ଏବଂ ସାଂସଦ
0
SHARES
13
VIEWS
FacebookTwitter

ପୁରୀରେ ଚାଲିଛି ବିଜେପିର ପ୍ରଶିକ୍ଷଣ ଶିବିର । ଆଜି ଦ୍ବିତୀୟ ଦିନରେ ବିଧାୟକ ଓ ସାଂସଦମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ବରିଷ୍ଠ ନେତାମାନେ ସାଂସଦ ଓ ବିଧାୟକଙ୍କ କ୍ଲାସ ନେବେ । ଆଜି ୪ଟି ସେସନ୍‌ରେ କ୍ଲାସ ନିଆଯିବ । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ସମନ୍ଵୟ, ସାଙ୍ଗଠନିକ ସରଞ୍ଚନା , କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ଵୟ ଆଦି ବିଷୟରେ ଅଧିକ ଜାଣିବେ ନେତା ।

ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁଙ୍କ ଭଳି ନୂଆ କରି ରାଜନୀତିରେ ସୋପାନ ଚଢୁଥିବା ଯୁବ ବିଧାୟକ, ସାଂସଦଙ୍କ ପାଇଁ ଆହୁରି ଗୁରୁତ୍ବପୂର୍ଣ୍ଣ ରହିବ ଏହି ସେସନ୍ । ପ୍ରଶିକ୍ଷଣ ମଝିରେ ଫୁରସତ ସମୟରେ ଶାରୀରିକ କାର୍ଯ୍ୟକଳାପ ବା ଖେଳ ପାଇଁ ସମୟ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ  । ଏହା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୋହନ ମାଝୀ  ।  ଓଡ଼ିଆ ନବବର୍ଷ ପାଇଁ କ୍ୟାଲେଣ୍ଡରର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ପ୍ରଥମ ଦିନରେ ଆୟୋଜିତ ପ୍ରଶିକ୍ଷକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।

ନେତାଙ୍କୁ ନଡ୍ଡାଙ୍କ ମନ୍ତ୍ର
– ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ
– ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ
– ଦଳର ଯୋଜନାଗୁଡ଼ିକ ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚାଅ
– ଯୋଜନା ସମ୍ପର୍କରେ ଗ୍ରାଉଣ୍ଡକୁ ଯାଇ ତଦାରଖ କର

– ସରକାର ସହ ସଂଗଠନକୁ ନେଇକି ଚାଲ
– ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର
– ସରକାର ସହ ସୁସମ୍ପର୍କ ରକ୍ଷା କରି ସଂଗଠନକୁ ମଜଭୁତ କର
– ଗାଁ ଓ ବୁଥକୁ ଯାଇ ସମୟ ଅତିବାହିତ କର
– ଗ୍ରାଉଣ୍ଡକୁ ଯାଅ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅଧଘଣ୍ଟା ବସ
– ଦଳିତ ପରିବାର ପାଖକୁ ଯାଅ, ସେମାନଙ୍କ ସମସ୍ୟା ସମାଧାନ କର

ଏଥିସହ ପୁରୀରେ ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ଚାଲିଥିବା ବେଳେ ଗତକାଲି ରାତିରେ ଲିଜର ଟାଇମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । କ୍ଲାସ ଓ ଟାସ୍କ ପରେ ଫୁରସତରେ ନିଜେ ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନିଜର କଳା ପଦର୍ଶନ କରିଥିଲେ ।  ପ୍ରଶିକ୍ଷଣ ବର୍ଗର ଆଲୋଚନା ଭିତରେ ଫୁରସତ ସମୟରେ ଓଡ଼ିଆ ସଂସ୍କୃତିର ନାଚ ଉପଭୋଗ କରିଥିଲେ  ମନ୍ତ୍ରୀ, ବିଧାୟକ । ପୁରୀ ସ୍ଥିତ ଶ୍ରୀସ୍ବାମୀ  ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଚାଲିଛି ବିଜେପି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ  ।

Tags: bjpodisha politicstraining session
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା
  • ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ନାରାବାଜି କରିବାକୁ ମନା
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ
  • ଆକ୍ରମଣର ପ୍ରତିଶୋଧ ନେବେ କି ଖାମେନି ?
  • ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ

Recent Comments

No comments to show.

Archives

  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.