ବୁଧବାର ବିଜେପି ତା’ର ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି । ୩୬ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ଡି ପୂରନ୍ଦେଶ୍ବରୀ ହେଲେ ଓଡ଼ିଶା ପ୍ରଭାରୀ । ସେହିପରି ଡ. ସ୍ବଦେଶ ସିଂଙ୍କୁ ଓଡ଼ିଶା ସହ ପ୍ରଭାରୀ ନିଯୁକ୍ତି କରିଛି ବିଜେପି ।
ସେହିପରି ହରିଶ ଦ୍ୱିବେଦୀଙ୍କୁ ବିହାର ଏବଂ କର୍ଣ୍ଣାଟକ ବିଜେପି ପାଇଁ ନୂତନ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସଙ୍ଗୀତା ଯାଦବ ଏବଂ ରୋହନ ଗୁପ୍ତାଙ୍କୁ ବିହାର ପାଇଁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି । ବିଜେପି ଦ୍ୱାରା ଜାରି ଏକ ସର୍କୁଲାର ଅନୁଯାୟୀ, ସମସ୍ତ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ।
New Delhi: BJP announced new appointments of state in-charges and co-in-charges with several prominent leaders being assigned key organisational responsibilities.
Smriti Irani — Chhattisgarh and Haryana Prabhari
Ram Madhav— Tamil Nadu and Uttarakhand Prabhari
Vinod Tawde —…

