Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପ୍ରେମିକଠୁ ଟଙ୍କା ହଡ଼ପ ପାଇଁ ପ୍ରେମିକା ପଠାଇଥିଲା ଭଡ଼ାଟିଆ ଗୁଣ୍ଡା

Sanchar Live by Sanchar Live
April 2, 2025
in ଅପରାଧ
0
ପ୍ରେମିକଠୁ ଟଙ୍କା ହଡ଼ପ ପାଇଁ ପ୍ରେମିକା ପଠାଇଥିଲା ଭଡ଼ାଟିଆ ଗୁଣ୍ଡା
0
SHARES
51
VIEWS
FacebookTwitter

ସଂଚାର ବ୍ୟୁରୋ: ଗାର୍ଲଫ୍ରେଣ୍ଡ ସାଜିଥିଲା କିଡନାପ ମାମଲାର ମାଷ୍ଟରମାଇଣ୍ଡ । ପ୍ରେମିକଠୁ ଟଙ୍କା ହଡ଼ପ ପାଇଁ ଭଡ଼ାଟିଆ ଗୁଣ୍ଡା ପଠାଇଥିଲା । ହେଲେ ପୁରା ଘଟଣାର ଭଣ୍ଡାଫୋଡ କରିଦେଲା ସ୍ପେଶାଲ ସ୍କ୍ବାର୍ଡ । ଜଟଣୀ ଥାନା ଓ ଖାରବେଳ ନଗର ଥାନା ପୋଲିସ ସହାୟତରେ ଘଟଣାର ମାଷ୍ଟରମାଇଣ୍ଡ ପ୍ରେମିକା ପ୍ରାପ୍ତି ଶର୍ମା ସହ ଅନ୍ୟ ୪ ଅପହରଣକାରୀଙ୍କୁ ଗିରଫ କରାଯାଇଛି । ପୀଡ଼ିତ ଜଣଙ୍କୁ ଘାଟିକିଆ ନିକଟରେ ଥିବା ଏକ ଏକ ହୋଟେଲରୁ ଉଦ୍ଧାର କରାଯାଇଛି । ତାଙ୍କ ନିକଟରୁ ୨ଟି କାର ମଧ୍ୟ ଜବତ ହୋଇଛି । ୩୧ ତାରିଖ ରାତିରେ ସମନାଥ ସ୍ଵାଇଁଙ୍କ ଅପହରଣ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅପହରଣକାରୀ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ପୀଡ଼ିତଙ୍କ ମୋବାଇଲ ଲୋକେସନ, ହ୍ୟୁମାନ ଇଣ୍ଟେଲିଜେନ୍ସର୍ ବ୍ୟବହାର, କ୍ୟାମେରା ସର୍ଭେଲାନ୍ସ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା କମିଶନରେଟ ପୋଲିସ ।

Tags: arrestbhubaneswarcrime
ShareTweetShareSend
Sanchar Live

Sanchar Live

Next Post
ସମ୍ୱଲପୁର ଓ କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ : ଶୂନ୍ୟକାଳରେ ଦାବି ଦୋହରାଇଲେ ପ୍ରଶନ୍ନ ଆଚାର୍ଯ୍ୟ

ସମ୍ୱଲପୁର ଓ କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ : ଶୂନ୍ୟକାଳରେ ଦାବି ଦୋହରାଇଲେ ପ୍ରଶନ୍ନ ଆଚାର୍ଯ୍ୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.