Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଭାରତ ବନ୍ଦ: ଜାଣନ୍ତୁ କଣ ଖୋଲା, କଣ ବନ୍ଦ

Sanchar Live by Sanchar Live
August 21, 2024
in ଓଡିଶା
0
ଭାରତ ବନ୍ଦ: ଜାଣନ୍ତୁ କଣ ଖୋଲା, କଣ ବନ୍ଦ
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତ ବନ୍ଦ ଡାକରା ଦେଇଛି ରିଜର୍ଭେସନ ବଚାଓ ସଂଘର୍ଷ ସମିତି  । ସୁପ୍ରିମକୋର୍ଟର ସଂରକ୍ଷଣ ରାୟକୁ ବିରୋଧ କରି ଅଗଷ୍ଟ ୨୧ରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି  । କିନ୍ତୁ କଣ ବନ୍ଦ କଣ ଖୋଲା ଜାଣନ୍ତୁ  ।

  • ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି ତିନି ଦଳ । ବିଏସପି, ଜେଏମଏମ ଓ ଆରଜେଡି ।
  • ରିପୋର୍ଟ ଅନୁସାରେ ତିନି ରାଜ୍ୟ ରାଜସ୍ଥାନ, କେରଳ ଓ ଉତ୍ତର ପ୍ରଦେଶରେ ବନ୍ଦ ପ୍ରଭାବ ପଡିବ  ।
  • ବନ୍ଦ ପ୍ରଭାବରେ କଣ ଖୋଲା ରହିବ କି କଣ ବନ୍ଦ ରହିବ ସେ ନେଇ କୌଣସି ଘୋଷଣା ହୋଇନାହିଁ  ।
  • କିଛି କିଛି ସ୍ଥାନରେ ସାଧାରଣ ପରିବହନରେ ପ୍ରଭାବ ପଡିପାରେ  ।
  • ଜରୁରୀ କାଳୀନ ସେବା ହସ୍ପିଟାଲ, ଆମ୍ବୁଲାନ୍ସ ଆଦି ଚାଲୁ ରହିବ  ।
  • ବ୍ୟାଙ୍କ ବା ସରକାରୀ ଅଫିସ ବନ୍ଦ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ  ।
  • ଶିକ୍ଷାନୁଷ୍ଠାନ ବି ଖୋଲା ରହିବ  ।
  • ବନ୍ଦ ଡାକରା ଦେଇଥିବା ଦଳ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ ଦେବାକୁ ଅପିଲ୍‌ କରିଛନ୍ତି  ।

 

Tags: bharat bandodisha
ShareTweetShareSend
Sanchar Live

Sanchar Live

Next Post
ଆଜି ନାମାଙ୍କନ ଭରିବେ ମମତା

ଆଜି ନାମାଙ୍କନ ଭରିବେ ମମତା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.