Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଗାଇକୁ ବାଡେଇବାକୁ ମନା କରିବାରୁ ବାପାଙ୍କୁ ମାରିଦେଲା ପୁଅ

Sanchar Live by Sanchar Live
December 10, 2024
in ଅପରାଧ
0
ଗାଇକୁ ବାଡେଇବାକୁ ମନା କରିବାରୁ ବାପାଙ୍କୁ ମାରିଦେଲା ପୁଅ

Oplus_131072

0
SHARES
5
VIEWS
FacebookTwitter

ବାସୁଦେବପୁର : କେତେ ଦୁଃଖ କଷ୍ଟ ସହି ପୁଅକୁ ମଣିଷ କରିଥିଲା ବାପା । ପୁଅର ଭବିଷ୍ୟତ ପାଇଁ ତୁଣ୍ଡ ଝାଳକୁ ମୁଣ୍ଡରେ ମାରିଥିଲା । ଆଶା ରଖିଥିଲେ କି, ମୋ ପୁଅ ମୋର ସୁଖ ଦୁଃଖରେ ଛିଡ଼ା ହେବ । କିନ୍ତୁ ସେହି ପୁଅ ଯେ ବାପାକୁ ମାରିଦେବ କେହି କେବେ ମଧ୍ୟ କଳ୍ପନା କରି ନଥିବେ । ପୁଅର ପ୍ରହାରରେ ବାପା ଆଖି ବୁଜି ଦେଇଛି ସବୁଦିନ ପାଇଁ । କେତେ କଷ୍ଟ ହେଇଥିବ ସେ ବାପାକୁ ଯେତେବେଳେ ବାପା ଦେହରୁ ତାର ପ୍ରାଣ ଯାଇଥିବ । ଏୟା ଭାବି ଭାବି କଷ୍ଟ ହେଇଥିବ ଯେ ଯେଉଁ ପୁଅକୁ ପାଳି ପୋଷି ବଡ କରିଥିଲେ ତାରି ହାତରୁ ବାପାର ଜୀବନ ଚାଲିଯାଉଛି ।

ଏମିତି ଏକ ଅତି ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୁର ବ୍ଲକ ବେଳସାଉଁଳିଆ ଗାଁରେ । ଯେଉଁଠି ପୁଅର ଲୁହା ରଡ଼ ମାଡ଼ରେ ବାପାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ବାପା ହେଉଛନ୍ତି ବସନ୍ତ ମଳିକ । ପୁଅ ଶିବ ମଳିକ ପୂର୍ବରୁ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଆଜି ଏକ ଲୁହା ରଡ଼ରେ ରାସ୍ତାରେ ଯାଉଥିବା ଗାଈକୁ ମାଡ ମାରୁଥିଲା । ହେଲେ ବାପା ବସନ୍ତ ଗାଈକୁ ମାରିବାକୁ ଶିବକୁ ବାରଣ କରିଥିଲେ । ହେଲେ ପୁଅ ଉତ୍ତେଜିତ ହୋଇ ବାପାର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା । ଫଳରେ ବସନ୍ତ ଘଟଣା ସ୍ଥଳରେ ସଂଜ୍ଞା ହୀନ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ହେଲେ ଡାକ୍ତରଖାନା ବସନ୍ତକୁ ମୃତ୍ୟୁ ଘୋଷଣା କରିଥିଲେ ।

Tags: Basudevpurcrime
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି କେଉଁ କେଉଁ ରାଶିର ଲୋକେ ହେବେ ଭାଗ୍ୟଶାଳୀ

ଜାଣନ୍ତୁ ଆଜି କେଉଁ କେଉଁ ରାଶିର ଲୋକେ ହେବେ ଭାଗ୍ୟଶାଳୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.