<strong>ଭୁବନେଶ୍ୱର :</strong> ମାଟିରେ ମିଶିବ ବୈକୁଣ୍ଠ ଧାମ । BDA ଓ BMC ମିଳିତ ସହଯୋଗରେ ଆସନ୍ତାକାଲି ଆଶ୍ରମ ଭଙ୍ଗାଯିବ । ଭଙ୍ଗିବା ସମୟରେ ମୁତୟନ ରହିବେ କମିଶନରେଟ ପୋଲିସ । ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ନେଇ ବିଡିଏ ପକ୍ଷରୁ ମାଇକ ଯୋଗେ ଘୋଷଣା କରାଯାଇଛି ।