Sanchar Live

Sanchar Live

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ଏକ୍ ଭାରତ ଓ ଶ୍ରେଷ୍ଠ ଭାରତ ସଂକଳ୍ପକୁ ସଫଳ କରିବା ଆମର ଲକ୍ଷ୍ୟ: ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର : ଦେଶର ଯଶଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ କ୍ରାନ୍ତିଦିବସ ଅବସରରେ ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା ଜାରି ରହିଛି। ତ୍ରିରଙ୍ଗାର ସମ୍ମାନ ଓ ଜାତୀୟତା ବୋଧକୁ...

ଆଜି ପୁରୀ ଯାଉଥିଲେ ଜାଣିରଖ

ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ୫ ଘଣ୍ଟା...

ଗୋଟିଏ ବର୍ଷରେ କମିଲା ପ୍ରାୟ ୯,୯୦୦ ସରକାରୀ ସ୍କୁଲ, ଛାତ୍ରସଂଖ୍ୟା ହ୍ରାସ ନା ଆଉ କିଛି କାରଣ?

ଗୋଟିଏ ବର୍ଷରେ କମିଲା ପ୍ରାୟ ୯,୯୦୦ ସରକାରୀ ସ୍କୁଲ, ଛାତ୍ରସଂଖ୍ୟା ହ୍ରାସ ନା ଆଉ କିଛି କାରଣ?

ଗୋଟିଏ ପଟେ ସରକାରୀ ଚାକିରି ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ ବଢ଼ୁଛି, ଅନ୍ୟପଟେ ସରକାରୀ ସ୍କୁଲକୁ ନେଇ ଆସିଛି ଚିନ୍ତାଜନକ ଖବର । ଗୋଟିଏ ବର୍ଷରେ ଦେଶର...

କଲମ୍ବିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ, ଚାଲିଗଲା ୧୧୧ ଜୀବନ

କଲମ୍ବିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ, ଚାଲିଗଲା ୧୧୧ ଜୀବନ

କଲମ୍ବିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ । ୭.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା କଲମ୍ବିଆ । ଏହି ଭୂକମ୍ପ ଝଟକା ଫଳରେ ମୃତ୍ୟୁସଂଖ୍ୟା ୧୧୧ରେ ପହଞ୍ଚିଛି...

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ କଣ ପଡିବ ପ୍ରଭାବ

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ କଣ ପଡିବ ପ୍ରଭାବ

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା । ବଦଳିବ ପାଗ, ଆଜିଠୁ ବଢ଼ିବ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର...

ବିଗବସ୍ ଫେମ୍ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇ ଘରୁ ଚୋରି

ବିଗବସ୍ ଫେମ୍ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇ ଘରୁ ଚୋରି

ବ୍ୟୁଟି କୁଇନ ତଥା ବିଗବସ୍ ଫେମ୍ ଲୋପାମୁଦ୍ରା ରାଉତଙ୍କ ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ ଘରେ ଚୋରି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଚୋରକୁ ଗିରଫ କରିଛି...

କମନୱେଲ୍ଥ ଗେମ୍ସ ଚାମ୍ପିଅନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

କମନୱେଲ୍ଥ ଗେମ୍ସ ଚାମ୍ପିଅନଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

କମନୱେଲ୍ଥ ଗେମ୍ସ ଚାମ୍ପିଅନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରବିବାର ଦିନ ପ୍ରଧାନମନ୍ତ୍ରୀ କମନୱେଲ୍ଥ ଚାମ୍ପିଅନଙ୍କ ସହିତ ସାକ୍ଷାତ କରିବାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି...

Page 23 of 873 1 … 22 23 24 … 873