Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଚାମ୍ପିଅନ୍ସ ଟ୍ରଫି-୨୦୨୫ : ଅଷ୍ଟ୍ରେଲିଆର ବଡ଼ ବିଜୟ

Sanchar Live by Sanchar Live
February 22, 2025
in କ୍ରୀଡ଼ା
0
0
SHARES
21
VIEWS
Facebook
Twitter

ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଚତୁର୍ଥ ମ୍ୟାଚ୍‌ରେ ଶନିବାର ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛି। କଙ୍ଗାରୁ ଦଳର ସ୍କୋରରେ ଜୋସ୍‌ ଇଂଲିସଙ୍କ ଶତକ ସାମିଲ ରହିଛି। ସେହିପରି ଆଲେକ୍ସ କେରି ଓ ମ୍ୟାଥୁ ସର୍ଟଙ୍କ ଅର୍ଦ୍ଧଶତକ ଯୋଡ଼ି ହୋଇଛି। ଅଷ୍ଟ୍ରେଲିଆ ୩୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ୪୭.୩ ଓଭରରେ ୫ଟି ୱିକେଟ୍‌ରେ ପୂରା କରିଛି। ଟିମ୍‌ ୩୫୬ ରନ୍‌ ସଂଗ୍ରହ କରିଛି।

ଅଷ୍ଟ୍ରେଲିଆ ପାଇଁ ଜୋସ୍‌ ଇଂଲିସ ଅପରାଜିତ ଶତକ (୧୨୦ ରନ୍‌, ୮୬ ବଲ୍‌, ୮ ଚୌକା ଓ ୬ ଛକା) ମାରିଥିଲେ। ସେହିପରି ଆଲେକ୍ସ କେରି ଅର୍ଦ୍ଧଶତକ (୬୯ ରନ୍‌, ୬୩ ବଲ୍‌ ଓ ୮ଟି ଚୌକା) ଓ ମ୍ୟାଥୁ ସର୍ଟଙ୍କ ଅର୍ଦ୍ଧଶତକ (୬୩ ରନ୍‌, ୬୬ ବଲ୍‌, ୯ ଚୌକା ଓ ଗୋଟିଏ ଛକା) ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନର୍ସ ଲାବୁସାନ୍‌ ୪୭ ରନ୍‌, ଗ୍ଲେନ ମେକ୍ସୱେଲ ଅପରାଜିତ ୩୨ ରନ୍‌, ଟ୍ରାଭିସ୍ ହେଡ୍‌ ୬ ରନ୍‌, ଷ୍ଟିଭେନ୍‌ ସ୍ମିଥ ୫ ରନ୍‌ କରିଥିଲେ।

Related posts

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

November 6, 2026
ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

November 5, 2026

ଲାହୋରର ଗଦାଫି ଷ୍ଟାଡିୟମରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଧୂଆଁଧାର ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୬୫ର ଏକ ବଡ଼ ଇନିଂସ ଖେଳି ଏକ ମହାନ ସଫଳତା ହାସଲ କରିଛନ୍ତି।
ସେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଇନିଂସ ଖେଳିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ସେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠାରୁ ବଡ଼ ଇନିଂସ ଖେଳିବାରେ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି।

ବେନ୍ ଡକେଟ ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ପ୍ରଥମ ଇଂଲଣ୍ଡ ଖେଳାଳି ହୋଇଛନ୍ତି। ସେ ଜୋ ରୁଟ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ୍ ୨୦୧୭ରେ ଓଭାଲରେ ବାଂଲାଦେଶ ବିପକ୍ଷରେ ଅପରାଜିତ ୧୩୪ ରନ କରିଥିଲେ। କିନ୍ତୁ ଡକେଟ୍ ୧୬୫ ରନ୍ କରିଛନ୍ତି। ଡକେଟ୍‌ଙ୍କ ପୂର୍ବରୁ, ଆଇସିସି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ୧୯୯୮ ମସିହାରେ ୧୪୧ ରନର ଏକ ଇନିଂସ ଖେଳିଥିଲେ। କିନ୍ତୁ ଏବେ ଡକେଟ୍ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇ ଦେଇ ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଧିକ ବ୍ୟକ୍ତିଗତ ସ୍କୋର୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

Tags: austreliachampionstrophyengland

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.