Friday, November 6, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଅଶ୍ବିନୀ-ଜାଡେଜାଙ୍କ ନୂଆ ରେକର୍ଡ

Sanchar Live by Sanchar Live
September 20, 2024
in କ୍ରୀଡ଼ା
0
0
SHARES
22
VIEWS
Facebook
Twitter

ସଂଚାର ବ୍ୟୁରୋ: ରେକର୍ଡ କଲେ ହୃଦୟ ଜିତିଲେ ରବି ଯୋଡି, ଟେଷ୍ଟରେ କମବ୍ୟାକ କଲା ଟିମ୍ ଇଣ୍ଡିଆ,ଭାଙ୍ଗିଲେ ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ,ଚେନ୍ନାଇରେ ଧମାଲ୍ କଲେ ଟିମ୍ ଇଣ୍ଡିଆର ଷ୍ଟାର-ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ବିନ୍-ରବିନ୍ଦ୍ର ଜାଡେଜା,ଭେଟିଦେଲେ ଅର୍ଦ୍ଧଶତକ ପରେ ଶତକୀୟ ପାରି,ବାଂଲାଦେଶ ବୋଲରଙ୍କ ନିଦ ହଜାଇଦେଲେ,ସଭିଏଁ କହିଲେ ସାବାସ୍ ରବି ଯୋଡି,ସେଥିପାଇଁ ତ ଭାରତର ଷ୍ଟାର ଅଲରାଉଣ୍ଡର ଅଶ୍ବିନ୍-ଜାଡେଜା।

ବାଂଲାଦେଶ ବିପକ୍ଷ ଟେଷ୍ଟ ଦମ୍ ଦେଖାଇଛନ୍ତି ଅଶ୍ବିନ-ଜାଡେଜା ଯୋଡି। ଯାହା ରନ୍ ମେସିନ ବିରାଟ କୋହଲି, ଏବଂ ହିଟ୍ ମ୍ୟାନ୍ ରୋହିତ ଶର୍ମା,ଗିଲ୍,କରିପାରିଲେନି ତାହା କରିଦେଖାଇଲେ ରବି ଯୋଡି ରବି। ଅଶ୍ବିନଙ୍କ ୧୩୩ ବଲରୁ ୧୧୩ ରନ୍ ,୧୧ ଚୌକା,୨ ଛକା,୮୪.୯୬ ଷ୍ଟ୍ରାଇକ୍ ରେଟ୍ ଜବରଦସ୍ତ ପାରି,ଆଉ ତା ସାଙ୍ଗକୁ ଜାଡେଜାଙ୍କ ୧୨୪ ବଲରୁ ୮୬ ରନ୍ ,୧୦ ଚୌକା,୨ ଛକା,୬୯.୩୫ ଷ୍ଟ୍ରାଇକ୍ ରେଟ୍ । ସପ୍ତମ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଥିଲେ ଅଶ୍ବିନ-ଜାଡେଜା ଯୋଡ।ଯାହା ବାଂଲାଦେଶ ବିପକ୍ଷରେ ଶ୍ରେଷ୍ଠ ଭାଗିଦାରି। ଯାହା ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି,କିମ୍ବଦନ୍ତି ଖେଳାଳି ,ସଚିନ ତେନ୍ଦୁଲକର ଏବଂ ଜାହିର ଖାନ ୨୦୦୪ରେ ୧୦ ୱିକେଟ୍ ରେ ୧୩୩ ରନ ଯୋଡିଥିଲେ। ଏହି ମ୍ୟାଚରେ ସଚିନ୍ ନିଜ କ୍ୟାରିୟରର ଶ୍ରେଷ୍ଠ ୨୪୮ ରନ କରିଥିଲେ। ଯେତେବେଳେ ଟିମ୍ ଇଣ୍ଡିଆର ସ୍କୋର ୩୪ରେ ୩ ,୧୪୪ରେ ୬ ୱିକେଟ୍ ପଡିଥିଲା ସେତେବେଳେ ବାଂଲାଦେଶକୁ ଲାଗିଥିଲା ପାକିସ୍ତାନ ଗସ୍ତର ରିପିଟ୍ ହେବ କିନ୍ତୁ ପରେ ମଇଦାନକୁ ଆସିଥିଲେ ଅଶ୍ବିନ-ଜାଡେଜାଙ୍କଯୋଡି ବାଲାଂ ବୋଲରଙ୍କ ନିଦ ହଜାଇଦେଲେ ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ୩୩୯ ରନ୍ ୬ ୱିକେଟ୍ ବିନିମୟରେ କରିଥିଲା ଭାରତ,ଦ୍ବିତୀୟ ଦିନରେ ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଭାରତର ୯୧.୨ ଓଭରରେ ସମସ୍ତ ୱିକେଟ ହରାଇ ୩୭୬ ରନ୍ କରିଥିଲା। ଅଶ୍ବିନଙ୍କ ୧୧୩, ଜାଡେଜାଙ୍କ ୮୬, ଜୟସ୍ୱାଲ ୫୬, ପନ୍ତ ୩୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସୂଚନା ଅନୁସାରେ ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୯ ଓଭରରେ ୩ ୱିକେଟ୍ ହରାଇ ୨୬ ରନ୍ ସଂଗ୍ରହ କରିଥିଲା

Related posts

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି

November 6, 2026
ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର

November 5, 2026
Tags: ashwinbangladeahindiajadejatest cricket

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.