Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ବଦଳିଛି ଓଡ଼ିଶାର ଭାଗ୍ଯ: ଅରୁଣ ସାହୁ

Sanchar Live by Sanchar Live
September 10, 2024
in ରାଜନୀତି
0
ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ବଦଳିଛି ଓଡ଼ିଶାର ଭାଗ୍ଯ: ଅରୁଣ ସାହୁ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ବ୍ୟୟ ମଂଜୁର ବିଲ ଆଲୋଚନାରେ ବିଜେଡି ବିଧାୟକ ଅରୁଣ ସାହୁ ନବୀନ ସରକାରଙ୍କ ୨୪ ବର୍ଷ ସୁଶାସନର ହିସାବ ଦେଇଛନ୍ତି । ସୁନାର ଓଡ଼ିଶାର କଥାକୁ ବିଧାନସଭାରେ ବଖାଣିଛନ୍ତି l ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଶାର ଭାଗ୍ୟ କିପରି ବଦଳିଲା ତାହା ଗୃହକୁ ଅବଗତ କରିଛନ୍ତି ଅରୁଣ ସାହୁ । ଅରୁଣ କହିଛନ୍ତି, ୨୦୦୦ ମସିହାରେ ଓଡିଶାର ବଜେଟ ୧୧ ହଜାର କୋଟି ଥିବା ବେଳେ ୠଣ ଥିଲା ୧୮ ହଜାର କୋଟି l ୨୦୨୪ରେ ଓଡିଶାର ବଜେଟ ୨ ଲକ୍ଷ ୫୫ ହଜାର କୋଟି ଥିବା ବେଳେ ୠଣଭାର ୯୬ ହଜାର କୋଟି l ଯାହାକି ଭାରତ ବର୍ଷର ବହୁ ରାଜ୍ୟ ତୁଳନାରେ ବହୁତ କମ୍ l ଅନ୍ୟ ରାଜ୍ୟରେ ବଜେଟ ଯେତିକି ତାଠାରୁ ୠଣ ଭାର ଦୁଇ ଗୁଣା l ଗୁଜୁରାଟରେ ୩ ଲକ୍ଷ ୨୫ ହଜାର କୋଟି ଟଙ୍କାର ଋଣ ରହିଥିବାବେଳେ ମହାରାଷ୍ଟ୍ରରେ ୫ଲକ୍ଷ ୨୩ ହଜାର, ବିହାରରେ ୨ ଲକ୍ଷ ୮ ହଜାର, ତେଲଙ୍ଗାନାରେ ୩ ଲକ୍ଷ ୭ ହଜାର, ହରିଆଣାରେ ୨ଲକ୍ଷ ୪୧ ହଜାର କୋଟି ଟଙ୍କା ଋଣ ରହିଛି । ଦେଶର ପ୍ରଗତିଶୀଳ ରାଜ୍ଯ ମଧ୍ଯରେ ଓଡ଼ିଶା ସବୁଠୁ ଆଗରେ । ବିଜେପି ଡିଏନରେ ରହିଛି ଋଣ । ଓଡ଼ିଶାରେ ୨୦୦୦ ମସିହାରେ ଓଭର ଡ୍ରlଫ ଥିଲା । ହେଲେ ୨୦୦୩-୦୪ ପରଠୁ ଆଉ ଓଭର ଡ୍ରାଫ ନାହିଁ l ଏହା ହିଁ ୨୪ ବର୍ଷ ଶାସନର ସଫଳତା ବୋଲି ଅରୁଣ କହିଛନ୍ତି । ୨୦୦୦ ମସିହାରେ ନିଅଣ୍ଟିଆ ରାଜସ୍ବ ଥିବା ଓଡ଼ିଶା ନବୀନଙ୍କ ନେତୃତ୍ବରେ ୨୦୨୪ରେ ଭାରତ ବର୍ଷରେ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି l ୨୦୦୦ ମସିହାରେ ବକେୟା ଋଣ ୩୮ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୧୨ ପ୍ରତିଶତରେ ପହଞ୍ଚିଛି l ମୋଦି ସରକାର ବେଳେ ବଜେଟ ୪୮ ଲକ୍ଷ ଥିବା ବେଳେ ଋଣ ଭାର ୧୮୫ କୋଟି ଟଙ୍କା ଋଣ l ଅର୍ଥାତ ଭାରତ ବର୍ଷର ପ୍ରତ୍ୟେକ ଲୋକଙ୍କ ମୁଣ୍ଡ ପିଛା ଋଣ ୧ ଲକ୍ଷ ୨୫ ହଜାର ଟଙ୍କା l ନବୀନଙ୍କ ୨୪ ବର୍ଷରେ ଓଡିଶା ରାଜସ୍ବ ବଳକା ରାଜ୍ୟ ଭାବେ ଦେଶରେ ଆଗରେ l ୧୯୯୯ ମହାବାତ୍ୟାରେ ଓଡ଼ିଶା ଉଜୁଡିଯାଇଥିଲା l ଓଡିଶା ବାହାର ରାଜ୍ୟକୁ ସହାୟତାର ହାତ ମାଗିଥିଲା l ହେଲେ ୨୪ ବର୍ଷ ପରେ ଓଡିଶା ପୂରା ଦେଶକୁ ସହାୟତାର ହାତ ବଢ଼ାଇଛି l ୨୦୦୦ ମସିହାରେ ୬ରୁ ୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେଉଥିବା ବେଳେ ୨୦୨୪ରେ ୮୦ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହେଉଛି l ଚାଉଳ ଅଭାବୀ ରାଜ୍ୟ ଭାବେ ଦିନେ ପରିଗଣିତ ଓଡ଼ିଶା ଆଜି ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି l ଅଣ୍ଡା, ମାଛ ଉତ୍ପାଦନରେ ଓଡ଼ିଶା ଆଜି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି l ମିଲେଟ ମିଶନରେ ଓଡ଼ିଶାର ପୂରା ବିଶ୍ୱରେ ନାଁ କରିଛି l ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଶୂନ l

Tags: arun sahoobjdodishapolitics
ShareTweetShareSend
Sanchar Live

Sanchar Live

Next Post
ନବୀନଙ୍କୁ ଭେଟିଲା ବିଜେଡି ପୋଲାଭରମ ଟିମ

ନବୀନଙ୍କୁ ଭେଟିଲା ବିଜେଡି ପୋଲାଭରମ ଟିମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.