Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଜୀବନ ଶୈଳୀ

ଅଧିକ ସମୟ ରିଲ୍ସ ଦେଖୁଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ !

Sanchar Live by Sanchar Live
April 19, 2025
in ଜୀବନ ଶୈଳୀ
0
0
SHARES
16
VIEWS
Facebook
Twitter

ସଂଚାର ବ୍ୟୁରୋ: ବତ୍ତର୍ମାନ ସମୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକମାନଙ୍କ ମଧ୍ୟରେ ଦେଖାଦେଉଛି ଅନେକ ପ୍ରକାରର ସମସ୍ୟା । ଅନେକ ସମସ୍ୟା ମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଉଛି ‘ଆଖି ଖରାପ ହେବା’ । ଏବେ ଯାହାକୁ ଦେଖିବେ ସେ ଚଷମା ବ୍ୟବହାର କରୁଥିବେ, ସେ ଛୋଟ ଛୁଆ ହୁଅନ୍ତୁ କିମ୍ବା ବଡ଼ ଲୋକ । ବର୍ତ୍ତମାନ ଘାରିଛି ଆଖି ସମସ୍ୟା । ଆପଣମାନେ ଜାଣିଛନ୍ତି କି ଏହି ସମସ୍ୟା କାହିଁକି ହେଉଛି । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଆପଣମାନେ ନିଶ୍ଚିତ ଭାବରେ ଫୋନ୍ ଚଲାଉଥିବେ । ଏବେ ତ ଏପରି ସମୟ ହେଲାଣି ଜନ୍ମ ହୋଇଥିବା ଛୁଆମାନେ ମଧ୍ୟ ଫୋନ୍ ନଦେଖିଲେ ତାଙ୍କର କାନ୍ଦ ବନ୍ଦ ହୋଇନଥାଏ । ଏହା ହେଉଛି ସବୁଠାରୁ ବଡ଼ ଭୁଲ୍ । କାହିଁକିନା ଛୋଟ ପିଲାମାନଙ୍କୁ ଫୋନ୍ ଦେଖାଇବା ଅଭ୍ୟାସ ଛୁଆଙ୍କୁ ଖରାପ ରାସ୍ତାକୁ ଟାଣି ନେଇଥାଏ । ଖାଲି ଏତିକି ନୁହେଁ ଅନେକ ସମସ୍ୟାରେ ମଧ୍ୟ ପକାଇଥାଏ, ଯାହା ହେଉଛି ଆଖି ସମସ୍ୟା । ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ୍, ଫେସବୁକ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆପଣମାନେ ଭିଡିଓ ଏବଂ ରିଲ୍ ଦେଖୁଥିବେ ନିଶ୍ଚୟ ।

Related posts

ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ

ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ

November 4, 2026
ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ

ଏହି କାରଣଗୁଡ଼ିକ ଆପଣଙ୍କର ପିତା ହେବାର ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇପାରେ

November 2, 2026

ଆପଣମାନେ ସବୁ କଥା ଜାଣିବି ସଚେତନ ହେଉନାହାଁନ୍ତି, ଯାହା ଦ୍ବାରା ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆପଣମାନେ ରିଲ୍ ଦେଖି ଆପଣଙ୍କର ଆଖିକୁ ଖରାପ କରୁଛନ୍ତି । ତେବେ ବର୍ତ୍ତମାନ ଏହି ରିଲ୍ ଦେଖିବେ ଅଭ୍ୟାସ୍ ବନ୍ଦ କରନ୍ତୁ ଦେଖିବେ ଆପଣ ସୁରକ୍ଷିତ ରହିପାରିବେ । ଏକଥା ଆମେ କହୁନୁ, ଏକଥା ଚକ୍ଷୁ ବିଶେଷଜ୍ଞ ଡାକ୍ତରମାନେ କହୁଛନ୍ତି ।

ଏଥି ସହ ଆପଣମାନେ ନିଶ୍ଚିତ ଭାବରେ ଲକ୍ଷ କରିଥିବେ ଯେ ଜଣେ ଲୋକ ଅଫିସ୍ ହେଉ କିମ୍ବା ବାହାରେ ହେଉ, ଯଦି କିଛି ଫାଙ୍କା ସମୟ ପାଆନ୍ତି ସେ ସଙ୍ଗେ ସଙ୍ଗେ ରିଲ୍ସ ଦେଖିବା ଆରମ୍ଭ କରନ୍ତି । ଆପଣଙ୍କର ଏହି ଅଭ୍ୟାସ ଯୋଗୁଁ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । ତେବେ ଆପଣ ଏଥି ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ।

ଛୋଟପିଲା ହୁଅନ୍ତୁ କି ବଡ଼ ଲୋକ ଯଦି ଆଖି ଖରାପ ହୁଏ ତେବେ ଆଖିରେ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରି ଆଖି ବିନ୍ଧା, ଜଳାପୋଡା, ଆଖିରୁ ଲୁହ ବାହାରିବା ଇତ୍ୟାଦି । ଏଥି ସହ ଆଖି ଲାଲ୍ ମଧ୍ୟ ପଡିଯାଏ ଏବଂ ଆଖିର ପାୱାର କମିଯାଏ । ଯଦି ଆପଣଙ୍କର ଆଖିର ପାୱାର କମୁଛୁ ତେବେ ଆପଣ ଯାହା ଦେଖିବେ ଆପଣଙ୍କୁ ଭଲ ଭାବରେ ଦେଖାଯିବନି ଝାପ୍ସା ଦିସିବ । ଏହା ସହ ଅନ୍ୟମାନଙ୍କ ତୁଳନାରେ କିଛି ଦୂର ବାଟରେ ଥିବା ଜିନିଷକୁ ଆପଣ ଭଲ ଭାବରେ ଦେଖିପାରିବେ ନାହିଁ । ଖାସ୍ କରି ଛୋଟପିଲାଙ୍କ ପାଇଁ ଏହା ହେଉଛି ଏକ ବଡ଼ ସମସ୍ୟା ।

ଯଦି ଆପଣ ଆଖି ଖରାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଚୁନାମାଛ, ସବୁଜପନିପରିବା ସହ ହେଲଦି ଖାଦ୍ୟ ଖାଇବା ଅଭ୍ୟାସ୍ କରନ୍ତୁ । ଯାହା ଦ୍ବାରା ଖାଲି ଆଖି ସମସ୍ୟା ନୁହେଁ ବରଂ ଅନେକ ସମସ୍ୟା ଦୂର ହେବାକୁ ଲାଗିବ ।

Tags: lifestylereels

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ
  • ଭୂସ୍ଖଳନରେ ଆଉ ଯିବନି ଜୀବନ: ହେବନି ଧନଜୀବନ ହାନି
  • କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.