Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?

Sanchar Live by Sanchar Live
June 21, 2025
in ଜୀବନ ଶୈଳୀ
0
ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
0
SHARES
1
VIEWS
FacebookTwitter

ପ୍ରାୟତଃ ଖରା ଦିନେ ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଗାଧୋଇବାକୁ ପସନ୍ଦ କରନ୍ତି । ପ୍ରାତଃ ସ୍ନାନ ଶରୀର ପାଇଁ ହିତକର ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଅନେକ ଲୋକ ଭାବନ୍ତି ଯେ ରାତିରେ ଗାଧୋଇବା ଦ୍ୱାରା ଥଣ୍ଡା ଜ୍ୱର ଭଳି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଯଦି ଆପଣ ମଧ୍ୟ ଏଭଳି ଭାବୁଛନ୍ତି ଯେ ରାତିରେ ଗାଧୋଇବା ଦ୍ୱାରା ଦେହ ଖରାପ ହେବ ତେବେ ଏହି ଧାରଣା ନିଜ ମନରୁ ବାହାର କରିଦିଅନ୍ତୁ ।

କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ ଗାଧୋଇବାର ଅନେକ ଲାଭ ଅଛି । ଏହା ଆପଣଙ୍କ ଷ୍ଟ୍ରେସ ଏବଂ ଦିନ ସାରାର ଥକାପଣ ମଧ୍ୟ ଦୂର କରେ । ତେବେ ଖରା ଦିନେ ଗାଧୋଇବା ସମୟରେ ଆପଣ ମନେ ରଖିବା ଉଚିତ ଯେ ପାଣି ଅତ୍ୟଧିକ ଗରମ ହେବା ଉଚିତ୍ ନୁହେଁ । କାରଣ ଏହା ଆପଣଙ୍କ ଶରୀରର ତାପମାତ୍ରାକୁ ବୃଦ୍ଧି କରିପାରେ, ଯାହା ଦ୍ଵାରା ଆପଣ ଆହୁରି ଗରମ ଅନୁଭବ କରିପାରନ୍ତି । ତେଣୁ, ଗ୍ରୀଷ୍ମ ଋତୁରେ ଥଣ୍ଡା କିମ୍ବା ଉଷୁମ ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଜାଣିବା ଖରାଦିନେ ରାତିରେ ଗାଧୋଇବାର ଲାଭ ବିଷୟରେ ।

ଗ୍ରୀଷ୍ମ ଋତୁରେ ରାତିରେ ଗାଧୋଇବାର ଲାଭ:

ଥକାପଣ ଦୂର ହୁଏ:

ଗ୍ରୀଷ୍ମ ଋତୁରେ ରାତିରେ ଶୋଇବାର ୧ ରୁ ୨ ଘଣ୍ଟା ପୂର୍ବରୁ ଗାଧୋଇବା ଦ୍ୱାରା ଆପଣଙ୍କ ଦିନର ଥକାପଣ କମିଯାଏ । ଶରୀର ଏକ ଆରାମଦାୟକ ମୋଡକୁ ଚାଲିଯାଏ । ରାତିରେ ଗାଧୋଇବା ଦ୍ୱାରା ଦିନସାରା ଶରୀରରେ ଲାଗି ରହିଥିବା ଜୀବାଣୁ ଏବଂ ସଂକ୍ରମଣ ଦୂର ହୋଇଯାଏ । ଏହା ଶରୀରର ରୋଗର ଆଶଙ୍କା ମଧ୍ୟ ହ୍ରାସ କରେ ।

ନିଦ ଭଲ ହୁଏ:

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ ପର୍ଯ୍ୟାପ୍ତ ନିଦ ପାଇପାରୁନାହାଁନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ଠିକ୍ ନିଦ ପାଆନ୍ତି ନାହିଁ । ଏପରି ପରିସ୍ଥିତିରେ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେବା ଆରମ୍ଭ ହୁଏ । ହେଲଥଲାଇନ୍ ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ଆପଣ ଗାଧୋଇ ପାରିବେ, ଯାହା ଆପଣଙ୍କୁ ଭଲ ନିଦ ଦେବାରେ ସାହାଯ୍ୟ କରିବ । ଏହା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ।

ମୁଡ୍ ଭଲ ରହେ:

ରାତିରେ ଶୋଇବା ପୂର୍ବରୁ ଗାଧୋଇବାର ଅନେକ ଲାଭ ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ରାତିରେ ଗାଧୋଇବା ଦ୍ଵାରା ଆପଣଙ୍କର ମନୋଭାବ ଭଲ ରହିଥାଏ । ଦିନସାରା କାମ ଏବଂ ଟେନସନ୍ ପରେ, ଯଦି ଆପଣ ରାତିରେ ଶୋଇବାର କିଛି ଘଣ୍ଟା ପୂର୍ବରୁ ଗାଧୋଇ ଦିଅନ୍ତି, ତେବେ ଏହା ଚିଡିଚିଡା ହେବା ଭଳି ସମସ୍ୟାକୁ ହ୍ରାସ କରେ ।

ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟକ:

ଦିନସାରା ଝାଳ ଏବଂ ସ୍କିନରେ ଧୁଳି ମାଟି ଜମି ରହିବା ଯୋଗୁଁ ମୁହଁରେ ପିମ୍ପଲସ ଏବଂ ଆକନେ ଦେଖାଯାଏ । ଏପରି ପରିସ୍ଥିତିରେ ରାତିରେ ଗାଧୋଇବା ଦ୍ୱାରା ଆପଣଙ୍କ ସ୍କିନ୍ ସଫା ଏବଂ କ୍ଲିୟର ହୋଇଯାଏ । ଏହା କରିବା ଦ୍ୱାରା ଆପଣ ସ୍କିନ୍ ସମସ୍ୟାରୁ ମୁକ୍ତି ପାଆନ୍ତି ଏବଂ ସ୍କିନ୍ ହେଲଦି ଏବଂ ଗ୍ଲୋଇଂ ହୋଇଥାଏ ।

Tags: birthsleep
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା କ’ଣ ହୁଏ ?
  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.