Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପୁଣି ସାମନାକୁ ଆସିଲା ଆଉ ଏକ ଟ୍ରେନ ଟ୍ରାଜେଡି

Sanchar Live by Sanchar Live
September 8, 2024
in ଭାରତ
0
ପୁଣି ସାମନାକୁ ଆସିଲା ଆଉ ଏକ ଟ୍ରେନ ଟ୍ରାଜେଡି
0
SHARES
20
VIEWS
FacebookTwitter

ସଂଚାର ବ୍ୟୁରୋ: ମଧ୍ୟ ପ୍ରଦେଶର ଜବଲପୁରରେ ଶନିବାର ଟ୍ରେନ ଦୁର୍ଘଟଣା ଘଟିଛି । ଏଠାରେ ଇନ୍ଦୋରରୁ ଜବଲପୁର ମଧ୍ୟରେ ଯାତ୍ରା କରୁଥିବା ସୋମନାଥ ଏକ୍ସପ୍ରେସର ଦୁଇ ବଗି ଲାଇନଚଚ୍ୟୁତ ହୋଇଛି । ଏହି ଘଟଣାରେ କୌଣସି ପ୍ରକାରର ମୃତାହତର ସୂଚନା ନାହିଁ । ତେବେ ଦୁର୍ଘଟଣାରେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ରେଲୱେ ଅଧିକାରୀ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ପଶ୍ଚିମ ମଧ୍ୟ ରେଲେଓର ସିପିଆରଓ ହର୍ଷିତ ଶ୍ରୀବାସ୍ତବ ସୂଚନା ଦେଇ କହିଛନ୍ତି, ୨୨୯୧ ଟ୍ରେନ ଇନ୍ଦୋରରୁ ଜବଲପୁର ଅଭିମୁଖେ ଯାତ୍ରା କରୁଥିଲା । ଟ୍ରେନ ଜବଲପୁର ପ୍ଲାଟଫର୍ମ ନମ୍ବର-୬ ଅଭିମୁଖେ ଯାଉଥିବା ବେଳେ ଅଚାନକ ଏହାର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନ ପ୍ଲାଟଫର୍ମରେ ଅଟକିବାକୁ ଯାଉଥିବାରୁ ଏହାର ଗତି ଧିମା ଥିଲା ତେଣୁ କୌଣସି ଯାତ୍ରୀଙ୍କ କ୍ଷତି ଘଟିନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିବା ସହ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି । ସକାଳ ପ୍ରାୟ ୫ଟା ୫୦ରେ ଏହି ଘଟଣା ଘଟିଛି ।

Tags: madhyapradeshtrain accident
ShareTweetShareSend
Sanchar Live

Sanchar Live

Next Post
ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ

ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.